ତୈଳ ଦର ହ୍ରାସ ନେଇ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ : ପେଟ୍ରୋଲ ଓ ଡିଜେଲ ଉପରୁ ୪% ଲେଖାଏଁ କମିଲା ଭାଟ୍, ପେଟ୍ରୋଲରୁ ୨୮%, ଡିଜେଲରୁ ୨୪% ଭାଟ୍ ନେବେ

ତୈଳ ଦର ହ୍ରାସ ନେଇ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ: ପେଟ୍ରୋଲ ଓ ଡିଜେଲ ଉପରୁ ୪% ଲେଖାଏଁ କମିଲା ଭାଟ୍, ପେଟ୍ରୋଲରୁ ୨୮%, ଡିଜେଲରୁ ୨୪% ଭାଟ୍ ନେବେ, ପୂର୍ବରୁ ପେଟ୍ରୋଲରୁ ୩୨%, ଡିଜେଲରୁ ୨୮% ନେଉଥିଲେ ଭାଟ୍, ୬ ତାରିଖ ଠାରୁ ରାଜ୍ୟରେ ଲାଗୁ ହେବ ସଂଶୋଧିତ ଭାଟ୍

Leave a Reply

Your email address will not be published. Required fields are marked *