ଖାଇବା ତେଲ ଉପରୁ କେନ୍ଦ୍ର ସରକାର ହ୍ରାସ କଲେ ଶୁଳ୍କ । ଖାଇବା ତେଲ ଲିଟର ପିଛା ୪ ରୁ ୭ ଟଙ୍କା ହ୍ରାସ ପାଇବ ।

ଖାଇବା ତେଲ ଉପରୁ କେନ୍ଦ୍ର ସରକାର ହ୍ରାସ କଲେ ଶୁଳ୍କ । ପାମୋଲିନ, ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରୁ ଶୁଳ୍କ ହ୍ରାସ । ଖାଇବା ତେଲ ଲିଟର ପିଛା ୪ ରୁ ୭ ଟଙ୍କା ହ୍ରାସ ପାଇବ ।

Leave a Reply

Your email address will not be published. Required fields are marked *