ଆଜି ଠାରୁ କେନ୍ଦୁଝରରେ ଘଟଗାଁ ମା ତାରିଣୀଙ୍କର ଚଇତି ପର୍ବ । ଆସନ୍ତା ୧୫ ତାରିଖ ଯାଏ ଅନୁଷ୍ଠିତ ହେବ ଚଇତି ପର୍ବ । ଚଇତି ପର୍ବର ୭ଦିନ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ମା ତାରିଣୀ । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିରରେ ବ୍ୟାପକ ଆୟୋଜନ ।

Leave a Reply

Your email address will not be published. Required fields are marked *