ଆଜି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା | ଭୋର ୫ଟାରୁ ସାଢ଼େ ୫ଟା ମଧ୍ୟରେ ହୋଇଥିଲା ମଙ୍ଗଳ ଆଳତୀ ଓ ଅବକାଶ ନୀତି । ସକାଳ ୯ଟା ୧୫ରୁ ୯ଟା ୪୫ ମଧ୍ୟରେ ସକାଳ ଧୂପ । ଅପରାହ୍ଣ ୧୨ଟା ୩୦ରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି । ଅପରାହ୍ଣ ୩ଟା ୩୦ରେ ଆରମ୍ଭ ହେବ ମହାପ୍ରଭୁଙ୍କ ରଥଟଣା ।

Leave a Reply

Your email address will not be published. Required fields are marked *