ଶ୍ରୀକ୍ଷେତ୍ରରେ ଆଜି ରଥକାଠ ଅନୁକୂଳ | ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ | ସଂଧ୍ୟାରେ ରଥଖଳାରେ ପୂଜାର୍ଚ୍ଚନା କରିବେ ଶ୍ରୋତ୍ରୀୟ ବ୍ରାହ୍ମଣ ଓ ରାଜଗୁରୁ। ଅକ୍ଷୟ ତୃତୀୟା ଦିନ ରଥନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ଶ୍ରୀପଞ୍ଚମୀରେ ଶ୍ରୀମନ୍ଦିରରେ ରହିଛି ସ୍ବତନ୍ତ୍ର ନୀତିକାନ୍ତି |

Leave a Reply

Your email address will not be published. Required fields are marked *