ବାଙ୍କୀ ରଣଶଙ୍କ ନିକଟରେ ଦୁର୍ଘଟଣା: ଗଛରେ ପିଟିହେଲା କାର, ୨ ଜଣଙ୍କର ମୃତ୍ୟୁ

ବାଙ୍କୀ ରଣଶଙ୍କ ନିକଟରେ ଦୁର୍ଘଟଣା: ଗଛରେ ପିଟିହେଲା କାର। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବାହାଘରରେ ଯୋଗଦେବାକୁ ବାଙ୍କୀ ମକୁନ୍ଦପୁର ଯାଉଥିଲେ। ସମସ୍ତ ମୃତ ଓ ଆହତଙ୍କ ଘର ଆଠଗଡ଼ ଥିବା ସୂଚନା।

Leave a Reply

Your email address will not be published. Required fields are marked *