ଆଠଗଡ଼: ମହାନଦୀ ବନ୍ୟା ପାଣିରେ ଫସି ରହିଛନ୍ତି ୨ ଯୁବକ, ଆଠଗଡ଼ କନ୍ଦରପୁରର ଅମଙ୍ଗେଇ କୁଦରେ ଉଭୟ ଫସି ରହିଛନ୍ତି,୫ ଦିନ ତଳୁ ଛେଳି ଚରାଇବାକୁ ଯାଇଥିଲେ ୨ ଜଣ, ହଠାତ୍ ବନ୍ୟାପାଣି ଆସିଯିବାରୁ ଉଭୟ କୁଦରେ ଫସି ରହିଛନ୍ତି, ସେମାନଙ୍କ ପାଖରେ ଖାଦ୍ୟ ସରିଯାଇଥିବାରୁ ପରିବାର ଆଶଙ୍କାରେ

Leave a Reply

Your email address will not be published. Required fields are marked *