ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି

ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଦିଲ୍ଲୀରେ ସ୍କୁଲ, କଲେଜ, ସେଲୁନ, ବ୍ୟୁଟି ପାର୍ଲର, ସ୍ପା ବନ୍ଦ, ସାମାଜିକ ଉତ୍ସବ ଉପରେ କଟକଣା । ସାମାଜିକ, ରାଜନୈତିକ ଏବଂ ଧାର୍ମିକ ସଭା ଉପରେ ରୋକ। ଧାର୍ମିକ ସ୍ଥଳ ଖୋଲା, କିନ୍ତୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ମନା କେବଳ ଘର ଭିତରେ ନହେଲେ କୋର୍ଟରେ ହୋଇପାରିବ ବିବାହ। ବାହାଘର, ଅନ୍ତେଷ୍ଟିରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି। ୫୦% ଯାତ୍ରୀଙ୍କୁ ନେଇ ଚାଲିବ ମେଟ୍ରୋ। ଅନ୍ତଃରାଜ୍ୟ ବସ୍‌ରେ ୫୦% ଯାତ୍ରୀଙ୍କୁ ଅନୁମତି । ବସ୍‌ ଏବଂ ମେଟ୍ରୋରେ ଯାତ୍ରୀ ଛିଡ଼ା ହୋଇ ଯିବା ମନା। ଅଟୋ ରିକ୍ସାରେ କେବଳ ୨ ଜଣ ଲୋକ ଯାଇପାରିବେ |

Leave a Reply

Your email address will not be published. Required fields are marked *