ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, କେନ୍ଦୁଝର ଜିଲ୍ଲାର ୩୧ ବର୍ଷୀୟ ଓମିକ୍ରନ ଆକ୍ରାନ୍ତ ଯୁବକ UAE ଫେରନ୍ତା | ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି । ଗତ ୨୧ରେ ରାଜ୍ୟରେ ପ୍ରଥମ କରି ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ

Leave a Reply

Your email address will not be published. Required fields are marked *