ମଠ ପରିସରରେ ଆମ୍ବଗଛରେ ଝୁଲି ପଡ଼ିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ବାଲିପାଟଣା: ମଠ ପରିସରରେ ଆମ୍ବଗଛରେ ଝୁଲି ପଡ଼ିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ । ମୃତ ଯୁବକଙ୍କ ନାମ ସୁକାନ୍ତ ବେହେରା (୨୮) । କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ତରଡ଼ପଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସୁକାନ୍ତ ନିଜ ପରିବାର ଚଳାଉଥିବା ବେଳେ ଘରେ ତାଙ୍କର ପତ୍ନୀ ଓ ୫ ବର୍ଷର ଛୋଟ ପୁଅ ଅଛନ୍ତି ।

Leave a Reply

Your email address will not be published. Required fields are marked *