ଓଡ଼ିଶାର ୨ ବୀର ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ । ସହିଦ ଦେବାଶିଷ ସେଠୀ ଓ ସହିଦ ସୁଧିର କୁମାର ଟୁଡୁଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ ପ୍ରଦାନ । ଦେବାଶିଷଙ୍କ ବାପା ମାଆ ଓ ସୁଧିରଙ୍କ ମାଆଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି |

Leave a Reply

Your email address will not be published. Required fields are marked *