ଫୋର୍ବସର ୧୦୦ ଭାରତୀୟ ଧନୀ ତାଲିକା ଜାରି, ଲଗାତର ୧୪ ବର୍ଷ ପାଇଁ ପ୍ରଥମ ସ୍ଥାନରେ ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି, ଦ୍ବିତୀୟ ସ୍ଥାନରେ ଗୌତମ ଅଦାନି, ତୃତୀୟ ସ୍ଥାନରେ ଶିବ ନଦାର, ଗୋଟିଏ ବର୍ଷରେ ଧନୀଙ୍କ ସଂପତ୍ତି ୫୦ ପ୍ରତିଶତ ବୃଦ୍ଧି ପାଇଛି

Read more

ମୁଣ୍ଡୁଳି ବ୍ୟାରେଜରେ ହାତୀ ମୃତ୍ୟୁ ମାମଲାରେ ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ପାଣିରେ ଥିବା ଯୋଗୁଁ ସକ୍‌ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ, ଶବ ବ୍ୟବଚ୍ଛେଦର 72 ଘଣ୍ଟା ପୂର୍ବରୁ ହୋଇଛି ହାତୀର ମୃତ୍ୟୁ

Read more

ଉତ୍ତରପ୍ରଦେଶ ଲଖିମପୁରର ଖେରି ହିଂସାକାଣ୍ଡ, ଉତ୍ତରପ୍ରଦେଶ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ, ଅଭିଯୁକ୍ତ କିଏ, କାହା ବିରୋଧରେ ମାମଲା ହୋଇଛି ଜଣାଅ, କାହାକୁ ଗିରଫ କରାଯାଇଛି କି ନାହିଁ ଜାଣିବାକୁ ଚାହିଁଲେ କୋର୍ଟ, ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି

Read more

ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ୨୦ ବର୍ଷ ପୂରଣ, ଶୁଭକାମନା ଜଣାଇବା ସହ ଚିଠି ଲେଖିଲେ BJP ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ହାଉଜଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରୁ ଜଣାଇଲେ ଶୁଭକାମନା

Read more

ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ ଗୁଇନ୍ଦା ନିର୍ଦେଶକ ଅରବିନ୍ଦ କୁମାର, ଓଡ଼ିଶା ପୋଲିସ ସହ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ, ରାଜ୍ୟରେ ମାଓ ସ୍ଥିତିର ସମୀକ୍ଷା କଲେ ଅରବିନ୍ଦ କୁମାର, ଗତକାଲି ମୁଖ୍ୟମନ୍ତ୍ରୀକୁ ଭେଟିଥିଲେ ଅରବିନ୍ଦ କୁମାର

Read more

କୋରୋନା ସଂକ୍ରମଣ ବୃଦ୍ଧି ନେଇ DMET ସିବିକେ ମହାନ୍ତିଙ୍କ ସୂଚନା, ଭୁବନେଶ୍ବରର କିଛି ସ୍ଥାନରେ କୋରୋନା ସଂକ୍ରମଣ ବଢ଼ୁଛି , ‘ଯେଉଁଠି ସଂକ୍ରମଣ ବଢିବ ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ହେବ’, ‘ପୂର୍ବରୁ କିଛି ସ୍ଥାନରେ କଣ୍ଟେନମେଣ୍ଟ ଜୋନ କରାଯାଇଥିଲା’, ‘୭ ଦିନ ହେଲାଣି ସଂକ୍ରମଣ ଉପରେ ତଳ ହେଉଛି’

Read more