ଭାରତରେ 7 ଇଲେଭେନ୍ ଷ୍ଟୋର ଖୋଲିବ ରିଲାଏନ୍ସ , ଭାରତରେ ଷ୍ଟୋର ଖୋଲିବ ରିଲାଏନ୍ସ ଭେଞ୍ଚର୍ସ ରିଟେଲ ଲିମିଟେଡ, 7 ଇଲେଭେନ ଇଂକ୍ ସହ ମାଷ୍ଟର ଫ୍ରାଞ୍ଚାଇଜ ଏଗ୍ରିମେଣ୍ଟ କରିଛି RRVL, ଅକ୍ଟୋବର ୯ରେ ମୁମ୍ବାଇ ଅଂଧେରୀ ଇଷ୍ଟରେ ପ୍ରଥମ ଷ୍ଟୋର ଖୋଲିବ

Read more

୧ କୋଟି ୧୮ କ୍ଷ ଟଙ୍କା ହଡ଼ପ ଅଭିଯୋଗରେ LIC ଏଜେଣ୍ଟ ଗିରଫ, ପୁରୀ କଣାସ ଅଞ୍ଚଳର କବିରାଜ ବେହେରାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW, ଜାଲ କାଗଜପତ୍ର କରି କବିରାଜ ୪ ମୃତ ବ୍ୟକ୍ତିଙ୍କୁ ଜୀବନ୍ତ ଦର୍ଶାଇ, LIC ସ୍କିମର ଟଙ୍କା ହଡ଼ପ କରିଥିଲେ କବିରାଜ, ଜାଲ କାଗଜପତ୍ର, ବ୍ୟାଙ୍କ ପାସ୍‌ବୁକ, ATM କାର୍ଡ, ଚେକ୍‌ବୁକ ଜବତ

Read more

କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ପୁରୀ ଗସ୍ତ । ସ୍ବାଧିନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଲେ ଅଶ୍ବିନୀ । ପୁରୀ ବ୍ଲୁଫ୍ଲାଗ ବିଚ୍‌ରେ ଝାଉଁଚାରା ରୋପଣ କଲେ ଅଶ୍ବିନୀ ଚୌବେ । ଦିନ ୧୧ଟାରେ ମନ୍ଦିର ଦର୍ଶନ, ସାଢେ ୪ଟାରେ ଭୁବନେଶ୍ବର ଫେରିବେ ।

Read more

ଆଜି ପୁରୀ ଜିଲ୍ଲାର ବ୍ରହ୍ମଗିରି ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେରାଣ୍ଡିଆରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବେ । ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । କେରାଣ୍ଡିଆରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ।

Read more

ବଲାଙ୍ଗିର: ହଷ୍ଟେଲ ଭିତରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୀମଭୋଇ ମେଡିକାଲ କଲେଜ ଲେଡିଜ୍‌ ହଷ୍ଟେଲରେ ଘଟିଛି ଅଘଟଣ। ମୃତ୍ୟୁର କାରଣ ଅସ୍ପଷ୍ଟ। ଶବ ଜବତ କରି ପୁଲିସର ଛାନଭିନ ଆରମ୍ଭ।

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ହଇଚଇ ସୃଷ୍ଟି ହୋଇଛି। ଲେଡିଜ ହଷ୍ଟେଲ ଝରକାରେ ଝୁଲୁଥିବା ଅବସ୍ଥାରେ ସମ୍ପୃକ୍ତା

Read more

ପୁରୀ: ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ବିଧାୟକଙ୍କ କାରକୁ ଜରିମାନା; ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ କାର୍‌କୁ ୨ ହଜାର ଟଙ୍କା ଜରିମାନା; ଶ୍ରୀମନ୍ଦିର ସମ୍ମୁଖ ରାସ୍ତାରେ ନିୟମ ଉଲ୍ଲଙ୍ଘନ କରି କାର୍ ପ୍ରବେଶ କରିବାରୁ ଫାଇନ୍

Read more

ପାକିସ୍ତାନରେ ଭୟଙ୍କର ଭୂମିକମ୍ପରେ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସୂଚନା; ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା; ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୭ ଥିବା ଜଣାପଡ଼ିଛି; ଭୂକମ୍ପ ଯୋଗୁଁ ୨୦ ମୃତ, ୨୦୦ ଆହତ ଓ ଅନେକ ନିଖୋଜ ଥିବା ସୂଚନା

Read more