ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି,ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହେବ ଲଘୁଚାପ କ୍ଷେତ୍ର,ପରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି

Read more

ଜଳେଶ୍ୱର ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୩ ଗିରଫ, କମର୍ଦ୍ଦା ଥାନା ବାଟଗ୍ରାମ ଅଞ୍ଚଳରେ ଚଢ଼ାଉ କରି ଜବତ କଲା ଅବକାରୀ ବିଭାଗ, ଜବତ ମଦର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବା ନେଇ ଅବକାରୀ ବିଭାଗର ସୂଚନା

Read more

SCBରେ ରୋଗୀ ମୃତ୍ୟୁ ପରେ ଉତ୍ତେଜନା: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ,ସହର ଉପକଣ୍ଠ ପୋଡାଅସ୍ତିଆରେ ରାସ୍ତାରୋକ ଯୋଗୁଁ ଗମନାଗମନ ଠପ୍, ଗତ ୩ରେ ପିଆରଏମ୍‌ ଚିକିତ୍ସାଧୀନ ରୋଗୀଙ୍କ ଉପରେ ଛାତ କଂକ୍ରିଟ ଖସିପଡ଼ିଥିଲା, ଗୁରୁତର ରୋଗୀଙ୍କ କାଲି SCBରେ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି

Read more

ଖୋର୍ଦ୍ଧା ଅଟ୍ରି ଗାଁ ପୋଖରୀରେ ଭାସୁଛି ନିଖୋଜ ଯୁବତୀଙ୍କ ମୃତଦେହ, ଯୁବତୀଙ୍କୁ ହତ୍ୟା କରି ଫିଙ୍ଗା ଯାଇଥିବା ପରିବାର ଲୋକଙ୍କ ଅଭିଯୋଗ, ଗତ ୮ରୁ ନିଖୋଜ ଥିଲେ ସେବତୀ ବାରିକ, ପୋଲିସର ତଦନ୍ତ ଜାରି

Read more

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଓଡ଼ିଶାରେ PM ସ୍ବାମୀତ୍ବ ଯୋଜନାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ CM ନବୀନ ପଟ୍ଟନାୟକଙ୍କୁ କଲେ ଅନୁରୋଧ, ଡ୍ରୋନ୍ ମାଧ୍ୟମରେ ଗାଁର ସବୁ ଲୋକଙ୍କ ଭୂସମ୍ପତ୍ତିର ମ୍ୟାପିଂ କରିବ

Read more

ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ଗଜପତି : ସବୁ ସନ୍ଦେହ ଏବଂ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲା କ୍ରାଇମବ୍ରାଞ୍ଚ । ବହୁ ଚର୍ଚ୍ଚିତ ପାରଳଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓ

Read more