ସଦର ଥାନା କୁରୁଡ଼ା ଛକରେ ଯୁବକଙ୍କୁ ଗୁଳିମାଡ଼ ପରେ ଭୁଜାଲିରେ ହାଣି ହତ୍ୟା; ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାରର ଅଭିଯୋଗ, ମୃତ ଯୁବକ ସ୍ଥାନୀୟ ଜଗନ୍ନାଥପାଟଣାର, ହତ୍ୟା କରି ଦୁର୍ବୃତ୍ତ ଫେରାର

Read more

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୁରୁଣା କୋଠା ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ; ୨ ପ୍ଲାଟୁନ ଫୋର୍ସ ଉପସ୍ଥିତିରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା, ଖୋଦ୍ ଉପଜିଲ୍ଲାପାଳ ଉଚ୍ଛେଦ କାର୍ଯ୍ୟର ତଦାରଖ କରୁଛନ୍ତି

Read more

ଗହିରମଥାରେ କାଲିଠୁ ୭ ମାସ ପାଇଁ ବୋଟ୍ ଚଳାଚଳ ଓ ମାଛଧରା ଟ୍ରଲର ଚଳାଚଳ ଉପରେ କଟକଣା; ମେ ୩୧ ତାରିଖ ଯାଏଁ ଜାରି ରହିବ କଟକଣା, ଅଲିଭ୍ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ରାଜନଗର ବନବିଭାଗ ପକ୍ଷରୁ କଟକଣା ଜାରି

Read more

କାମ ବନ୍ଦ କରି ରାସ୍ତା ଅବରୋଧ ସହ ସଦର ଥାନା ଆଗରେ ଶତାଧିକ ସଫେଇ କର୍ମଚାରୀଙ୍କ ଧାରଣା; ଦୁର୍ଘଟଣାରେ ଜଣେ ସଫେଇ କର୍ମଚାରୀଙ୍କ ପୁଅର ମୃତ୍ୟୁକୁ ନେଇ ଧାରଣା; କ୍ଷତିପୂରଣ ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ

Read more

ଏନ୍‌ଏଚ୍‌-୫୭ର ବୋଲଗଡ଼ କପାସିଆ ଛକରେ ଅଜଣା ଗାଡ଼ି ଧକ୍କାରେ ୨ ଜଣ ମହିଳାଙ୍କ ମୃତ୍ୟୁ; ଟାୟାର ଜାଳି ଲୋକେ କରିଛନ୍ତି ରାସ୍ତା ଅବରୋଧ, ଫଳରେ ଖୋର୍ଦ୍ଧା-ବଲାଙ୍ଗୀର ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ

Read more

ରାଜ୍ୟରେ ଦିନକରେ ଆଉ ୪୮୮ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦିନକରେ ଆଉ ୪୮୮ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୨୮୫ ଓ ସ୍ଥାନୀୟ ଅଞ୍ଚଳରୁ ୨୦୩ ରୋଗୀ ଚିହ୍ନଟ, ୪୮୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮

Read more

ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ରାଜଭବନ ଆଗରେ ଧାରଣା ଦେବ BJD; ସାଇକେଲ ରାଲିରେ ରାଜଭବନ ଅଭିମୁଖେ BJD; ଛାତ୍ର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ; ବିଧାୟକ ପ୍ରଣବ ବଳବନ୍ତ ରାୟ ଉପସ୍ଥିତ; ଦରଦାମ କମାଇବାକୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବେ BJDର ଛାମୁଆ ସଂଗଠନ

Read more

ଆଜି T-20 ବିଶ୍ବକପରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌; ଉଭୟ ଟିମ୍‌ ନିଜର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ହାରିଛନ୍ତି, ଉଭୟ ଟିମ୍‌ ଆଜି ହାରିଲେ ସେମି ପାଇଁ ରାସ୍ତା କଠିନ ହେବ, ଭାରତୀୟ ଟିମ୍‌ରେ ଆଜି ହୋଇପାରେ ପରିବର୍ତ୍ତନ, ଆଜି ଆଉ ଏକ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ଭେଟିବ ନାମିବ୍ୟା

Read more