ଦେଶରେ ୨୪ ଘଣ୍ଟାରେ ୩, ୨୦୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ । ମଙ୍ଗଳବାର ତୁଳନାରେ ଏହା ୨୪.୮% ଅଧିକ, ଦେଶରେ ୧୯ ହଜାର ପାର୍ କରିଛି ଆକଟିଭ୍ କେସ । ୨୪ ଘଣ୍ଟାରେ ୩୧ ଜଣକ ଜୀବନ ନେଇଛି କୋରୋନା | ୨୪ ଘଣ୍ଟାରେ ଦିଲ୍ଲୀରେ ୧,୪୧୪ ନୂଆ ସଂକ୍ରମିତ ଚିହ୍ନଟ ।

ଦେଶରେ ୨୪ ଘଣ୍ଟାରେ ୩, ୨୦୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ । ମଙ୍ଗଳବାର ତୁଳନାରେ ଏହା ୨୪.୮% ଅଧିକ, ଦେଶରେ ୧୯ ହଜାର ପାର୍ କରିଛି

Read more

୩ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ | ଶାହଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଗସ୍ତ କରିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ସଂଗଠିତ କରିବା ଉଦ୍ଦେଶ୍ୟ |

୩ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ | ଶାହଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଗସ୍ତ କରିବେ

Read more