ଶ୍ରୀଲଙ୍କା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଓ ୧୨ଜଣ ରାଜନେତାଙ୍କ ବିଦେଶ ଯାତ୍ରା ଉପରେ ରୋକ୍ ଲଗାଇଲେ ଶ୍ରୀଲଙ୍କା କୋର୍ଟ । ଶ୍ରୀଲଙ୍କାରେ ଜାରି ଆର୍ଥିକ ସ୍ଥିତି ମଧ୍ୟରେ ଇସ୍ତଫା ଦେଇଥିଲେ ରାଜପକ୍ଷେ

ଶ୍ରୀଲଙ୍କା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଓ ୧୨ଜଣ ରାଜନେତାଙ୍କ ବିଦେଶ ଯାତ୍ରା ଉପରେ ରୋକ୍ ଲଗାଇଲେ ଶ୍ରୀଲଙ୍କା କୋର୍ଟ । ଶ୍ରୀଲଙ୍କାରେ ଜାରି ଆର୍ଥିକ ସ୍ଥିତି

Read more

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେବେ ରାନିଲ ବିକ୍ରମସିଂଘେ | ଆଜି ସନ୍ଧ୍ୟାରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ରାନିଲ ବିକ୍ରମସିଂଘେ । ପୂର୍ବରୁ ୫ଥର ପ୍ରଧାନମନ୍ତ୍ରୀ ରହିସାରିଛନ୍ତି ରାନିଲ ବିକ୍ରମସିଂଘେ ।

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେବେ ରାନିଲ ବିକ୍ରମସିଂଘେ | ଆଜି ସନ୍ଧ୍ୟାରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ରାନିଲ ବିକ୍ରମସିଂଘେ । ପୂର୍ବରୁ ୫ଥର

Read more

ଆସନ୍ତା ମେ’ ୧୬ରେ ନେପାଳର ଲୁମ୍ବିନି ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ | ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା |

ଆସନ୍ତା ମେ’ ୧୬ରେ ନେପାଳର ଲୁମ୍ବିନି ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ | ଏନେଇ

Read more

ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ରାଜୀବ କୁମାରଙ୍କୁ ମିଳିଲା ନିଯୁକ୍ତି । ମେ ୧୫ରେ ଦାୟିତ୍ବ ଗ୍ରହଣ କରିବେ ରାଜୀବ । ପୂର୍ବରୁ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଛନ୍ତି ରାଜୀବ |

ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ରାଜୀବ କୁମାରଙ୍କୁ ମିଳିଲା ନିଯୁକ୍ତି । ମେ ୧୫ରେ ଦାୟିତ୍ବ ଗ୍ରହଣ କରିବେ ରାଜୀବ । ପୂର୍ବରୁ ନିର୍ବାଚନ କମିଶନର

Read more

ଢେଙ୍କାନାଳ ଜରଡ଼ା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଜଗଦମ୍ବା ନାମକ ଯାତ୍ରାପାର୍ଟି ବସ୍‌, ୨ ଗୁରୁତର କାମାକ୍ଷାନଗର ମେଡିକାଲରେ ଭର୍ତ୍ତି । କଙ୍କଡ଼ାହାଡ଼ରୁ ଗଡ଼ପଳାଶୁଣି ଯାଉଥିବା ବେଳେ ଘାଟିରୁ ତଳକୁ ଖସିପଡି଼ଲା ବସ୍‌ । ବସ୍‌ରେ ୩୫ ରୁ ୪୦ ଜଣ ଯାତ୍ରା କଳାକାର ଥିବା ସୂଚନା |

ଢେଙ୍କାନାଳ ଜରଡ଼ା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଜଗଦମ୍ବା ନାମକ ଯାତ୍ରାପାର୍ଟି ବସ୍‌, ୨ ଗୁରୁତର କାମାକ୍ଷାନଗର ମେଡିକାଲରେ ଭର୍ତ୍ତି । କଙ୍କଡ଼ାହାଡ଼ରୁ ଗଡ଼ପଳାଶୁଣି ଯାଉଥିବା ବେଳେ

Read more

ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ | ବୋମାମାଡ଼ରେ ୨ ପୋଲିସ କର୍ମୀ ବି ଆହତ | ୨ଟି ବନ୍ଧୁକ, ୪ ରାଉଣ୍ଡ ଅଫୁଟା ଗୁଳି, ୬ଟି ଅଫୁଟା ବୋମା ଜବତ । ଗ୍ୟାଙ୍ଗର ଆହୁରି ୧୦ ରୁ ୧୨ ଜଣ ଅପରାଧୀ ଫେରାର ଥିବା ସୂଚନା

ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ | ବୋମାମାଡ଼ରେ ୨ ପୋଲିସ କର୍ମୀ ବି ଆହତ | ୨ଟି

Read more

ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ସମ୍ପତ୍ତି ସିଜ୍‌ କଲା ED, ରେଡ୍‌ ବେଳେ ଠାବ ହୋଇଥିବା ୧୩୩ କୋଟିର ଫିକ୍ସଡ୍‌ ଡିପୋଜିଟ ସିଜ୍‌ | ଘରୁ ଜବତ ହୋଇଥିବା ନଗଦ ୬୯ ଲକ୍ଷ ଟଙ୍କା ମଧ୍ୟ ସିଜ୍‌, ବେଆଇନ ଖଣି କାରବାର ଅଭିଯୋଗରେ EDର କାର୍ଯ୍ୟାନୁଷ୍ଠାନ | ମନି ଲଣ୍ଡ୍ରିଂ ମାମଲାରେ ଜିତୁଙ୍କ ଘରେ ଚଢାଉ କରିଥିଲା ED

ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ସମ୍ପତ୍ତି ସିଜ୍‌ କଲା ED, ରେଡ୍‌ ବେଳେ ଠାବ ହୋଇଥିବା ୧୩୩ କୋଟିର ଫିକ୍ସଡ୍‌ ଡିପୋଜିଟ ସିଜ୍‌ | ଘରୁ ଜବତ

Read more

ଆଜି ସନ୍ଧ୍ୟାରେ ହ୍ବାଇଟହାଉସରେ ଦ୍ବିତୀୟ ବିଶ୍ବ କୋଭିଡ୍‌ ଭର୍ଚୁଆଲ ସମ୍ମିଳନୀ | ସମ୍ମିଳନୀରେ ଯୋଗଦେବାକୁ PM ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ବିଡେନଙ୍କ ନିମନ୍ତ୍ରଣ | ଭାରତରେ କୋଭିଡ ମୁକାବିଲା ନେଇ ବିଶ୍ବକୁ ବାର୍ତ୍ତା ଦେବେ ମୋଦି

ଆଜି ସନ୍ଧ୍ୟାରେ ହ୍ବାଇଟହାଉସରେ ଦ୍ବିତୀୟ ବିଶ୍ବ କୋଭିଡ୍‌ ଭର୍ଚୁଆଲ ସମ୍ମିଳନୀ | ସମ୍ମିଳନୀରେ ଯୋଗଦେବାକୁ PM ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ବିଡେନଙ୍କ ନିମନ୍ତ୍ରଣ | ଭାରତରେ କୋଭିଡ

Read more