ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ NMA ଅନୁମୋଦନ କରିଥିବା କହିଲା ବିଜେଡି | ପରିକ୍ରମା ପ୍ରକଳ୍ପ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ | ବିଧାନସଭାରେ ବିଧାୟକଙ୍କ ଦ୍ୱାରା ସର୍ବସମ୍ମତିରେ ପାରିତ ହୋଇଥିଲା | ପରେ ଏହାକୁ NMAକୁ ପଠାଯାଇଥିଲା,ସେ ପ୍ରସ୍ତାବକୁ ଅନୁମୋଦନ କରିଥିଲେ ବୋଲି କହିଲେ ବିଜେଡି ମୁଖପାତ୍ର। |

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ NMA ଅନୁମୋଦନ କରିଥିବା କହିଲା ବିଜେଡି | ପରିକ୍ରମା ପ୍ରକଳ୍ପ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ | ବିଧାନସଭାରେ ବିଧାୟକଙ୍କ ଦ୍ୱାରା

Read more

ସମ୍ବଲପୁର ଜୁଜୁମରା ଥାନା ଭବାନୀପାଲିରେ ଦୁର୍ଘଟଣା । ହାଇୱା ସହ ପିଟିହେଲା ବାଇକ୍‌, ଘଟଣାସ୍ଥଳରେ ୩ ମୃତ । ଜଣେ ମୃତକ ଭବାନୀପାଲିର ଓ ଅନ୍ୟ ଦୁଇ ଜଣ ଧମା ଅଞ୍ଚଳର ହୋଇଥିବା ସୂଚନା |

ସମ୍ବଲପୁର ଜୁଜୁମରା ଥାନା ଭବାନୀପାଲିରେ ଦୁର୍ଘଟଣା । ହାଇୱା ସହ ପିଟିହେଲା ବାଇକ୍‌, ଘଟଣାସ୍ଥଳରେ ୩ ମୃତ । ଜଣେ ମୃତକ ଭବାନୀପାଲିର ଓ ଅନ୍ୟ ଦୁଇ

Read more

ଢେଙ୍କାନାଳ ଧଳପୁର ବ୍ରାହ୍ମଣୀ ନଦୀଘାଟରେ ବୁଡ଼ି ନାବାଳକର ମୃତ୍ୟୁ । ମୃତକ ହେଲେ ଢେଙ୍କାନାଳ ଧଳପୁର ଗାଁର ୧୨ବର୍ଷୀୟ ଚିନ୍ମୟ ରାଉତ । ସାଙ୍ଗମାନଙ୍କ ସହ ଗାଧୋଉଥିବା ସମୟରେ ବୁଡ଼ି ଯାଇଥିଲେ ଚିନ୍ମୟ । ଉଦ୍ଧାର ପରେ ସାଙ୍ଗମାନେ ହସ୍ପିଟାଲ ନେଇଥିଲେ, ଡାକ୍ତର ମୃତ ଘୋଷଣା କଲେ |

ଢେଙ୍କାନାଳ ଧଳପୁର ବ୍ରାହ୍ମଣୀ ନଦୀଘାଟରେ ବୁଡ଼ି ନାବାଳକର ମୃତ୍ୟୁ । ମୃତକ ହେଲେ ଢେଙ୍କାନାଳ ଧଳପୁର ଗାଁର ୧୨ବର୍ଷୀୟ ଚିନ୍ମୟ ରାଉତ । ସାଙ୍ଗମାନଙ୍କ ସହ ଗାଧୋଉଥିବା

Read more

କଟକ ବିଡାନାସୀ ଏନସିସି ଘାଟରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ସ୍ଥାନୀୟ ଲୋକେ ମୃତଦେହ ଉଦ୍ଧାର କରି ପୋଲିସକୁ ଖବର ଦେଲେ । ମୃତଦେହ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ପଠାଇଲା ପୋଲିସ । ଆତ୍ମହତ୍ୟା କରିଥିବା ସନ୍ଦେହ, ତଦନ୍ତ କରୁଛି ବିଡ଼ାନାସୀ ପୋଲିସ |

କଟକ ବିଡାନାସୀ ଏନସିସି ଘାଟରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ସ୍ଥାନୀୟ ଲୋକେ ମୃତଦେହ ଉଦ୍ଧାର କରି ପୋଲିସକୁ ଖବର ଦେଲେ । ମୃତଦେହ ବ୍ୟବଚ୍ଛେଦ

Read more

ଆର୍ମି ଆଭିଏସନ୍ କପସ୍‌ରେ ପ୍ରଥମ ମହିଳା ଯୁଦ୍ଧ ବିମାନ ଚାଳକ ଭାବେ ଯୋଗ ଦେଲେ କ୍ୟାପ୍ଟେନ ଅଭିଳାଷା ବାରାକ | ଟ୍ରେନିଂ ଶେଷ ହେବା ପରେ ଆର୍ମି ଆଭିଏସନରେ ଯୋଗ ଦେଇଛନ୍ତି ।
କଭେଟେଡ ୱିଙ୍ଗ୍ସର ୩୬ଜଣ ଆର୍ମି ପାଇଲଟଙ୍କ ସହ ଅଭିଳାଷାଙ୍କୁ ସମ୍ମାନୀତ କରାଯାଇଛି ।

ଆର୍ମି ଆଭିଏସନ୍ କପସ୍‌ରେ ପ୍ରଥମ ମହିଳା ଯୁଦ୍ଧ ବିମାନ ଚାଳକ ଭାବେ ଯୋଗ ଦେଲେ କ୍ୟାପ୍ଟେନ ଅଭିଳାଷା ବାରାକ | ଟ୍ରେନିଂ ଶେଷ ହେବା ପରେ ଆର୍ମି

Read more

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ନେତା କପିଲ ସିବଲ୍

ନୂଆଦିଲ୍ଲୀ : କଂଗ୍ରେସକୁ ବଡ ଝଟ୍‌କା । ହାତ ଛାଡି ସାଇକେଲରେ ବସିଲେ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ । ସେ ସାଇକେଲରେ ବସି ଯିବେ

Read more

ଜ୍ଞାନବାପୀ ପରେ ମାଙ୍ଗାଲୋରରେ ମସଜିଦକୁ ନେଇ ବିବାଦ, ୧୪୪ ଧାରା ଲାଗୁ

ବେଙ୍ଗାଲୁରୁ : ଦେଶରେ ମନ୍ଦିର-ମସଜିଦକୁ ନେଇ ବିବାଦ ଲାଗତର ଭାବେ ବୃଦ୍ଧି ପାଉଛି। ଜ୍ଞାନବାପୀ ମାମଲା ମଧ୍ୟରେ କର୍ଣ୍ଣାଟକର ମାଙ୍ଗାଲୋରରେ ଏବେ ଏକ ନୂଆ ବିବାଦ ଉପୁଜିଛି।

Read more

ଶ୍ରୀଲଙ୍କାର ଅର୍ଥମନ୍ତ୍ରୀ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମାସିଂଘେ | ଦେଶରେ ଆଣ୍ଠେଇ ପଡ଼ିଥିବା ଅର୍ଥନୀତିକୁ ସୁଧାରିବା ପାଇଁ ନିଜେ ଅର୍ଥମନ୍ତ୍ରୀ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ |

ଶ୍ରୀଲଙ୍କାର ଅର୍ଥମନ୍ତ୍ରୀ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମାସିଂଘେ | ଦେଶରେ ଆଣ୍ଠେଇ ପଡ଼ିଥିବା ଅର୍ଥନୀତିକୁ ସୁଧାରିବା ପାଇଁ ନିଜେ ଅର୍ଥମନ୍ତ୍ରୀ ଭାବେ ଶପଥ ନେଲେ

Read more

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରରାମାଞ୍ଚଳ ଥାନା ହାଟବାଦଡାରେ ଗୋରୁ ବେପାରୀଙ୍କୁ ଗୁଳି କରି ଲୁଟିନେଲେ ୨୦ ଲକ୍ଷ ଟଙ୍କା

ରାଇରଙ୍ଗପୁର : ଗୋରୁ ବେପାରୀଙ୍କୁ ଗୁଳି କରି ଲୁଟିନେଲେ ୨୦ ଲକ୍ଷ ଟଙ୍କା। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା

Read more

କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ ; ଦୁର୍ଘଟଣାରେ ୬ ମୃତ, ୨୦ ଆହତ

ବ୍ରହ୍ମପୁର : ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା କଳିଙ୍ଗାଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କଳିଙ୍ଗା ଘାଟିରେ ଏକ ଟୁରିଷ୍ଟ ବସ୍ ଓଲଟି ୬ ଜଣଙ୍କର

Read more