ଓଡ଼ିଶାକୁ ଷ୍ଟଡି ଟୁରରେ ଆସିଛନ୍ତି ୧୮୧ IAS ପ୍ରୋବେସନର | ରୟାଲ ଭୁଟାନ ସିଭିଲ ସର୍ଭିସର ୨ ପ୍ରୋବେସନର ମଧ୍ୟ ଆସିଛନ୍ତି, ଭାରତ ଦର୍ଶନ କାର୍ଯ୍ୟକ୍ରମ ଅଧିନରେ | ରାଧିକା ରସ୍ତୋଗୀଙ୍କ ନେତୃତ୍ବରେ ୪ ଦିନିଆ ଟୁରରେ ଆସିଛନ୍ତି | ସମସ୍ତଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

ଓଡ଼ିଶାକୁ ଷ୍ଟଡି ଟୁରରେ ଆସିଛନ୍ତି ୧୮୧ IAS ପ୍ରୋବେସନର | ରୟାଲ ଭୁଟାନ ସିଭିଲ ସର୍ଭିସର ୨ ପ୍ରୋବେସନର ମଧ୍ୟ ଆସିଛନ୍ତି, ଭାରତ ଦର୍ଶନ କାର୍ଯ୍ୟକ୍ରମ ଅଧିନରେ

Read more

ଆଜି ସନ୍ଧ୍ୟାରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ମୁଖ୍ୟମନ୍ତ୍ରୀ | ୩୧ ତାରିଖ ଦିନ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ | ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ପିଏମ୍‌ଙ୍କ ସହ କରିପାରନ୍ତି ଆଲୋଚନା |

ଆଜି ସନ୍ଧ୍ୟାରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ମୁଖ୍ୟମନ୍ତ୍ରୀ | ୩୧ ତାରିଖ ଦିନ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କ ସହ

Read more

କୋରାପୁଟ: ରାସ୍ତାକଡ଼ରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର | ସଦର ଥାନା ଦେଓଘାଟି ଡବଲ ବ୍ରିଜ ନିକଟରେ ଘଟିଛି ଘଟଣା | ମୃତଦେହ ନିକଟରୁ ରକ୍ତ ରଞ୍ଜିତ ପଥର ମିଳିଛି, ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ପୋଡ଼ି ଦିଆଯାଇଥିବା ସନ୍ଦେହ, ଯୁବକଙ୍କ ପରିଚୟ ଅସ୍ପଷ୍ଟ, ଘଟଣାସ୍ଥଳରେ ଫରେନସିକ୍ ଟିମର ତଦନ୍ତ |

କୋରାପୁଟ: ରାସ୍ତାକଡ଼ରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର | ସଦର ଥାନା ଦେଓଘାଟି ଡବଲ ବ୍ରିଜ ନିକଟରେ ଘଟିଛି ଘଟଣା | ମୃତଦେହ ନିକଟରୁ ରକ୍ତ ରଞ୍ଜିତ

Read more