- ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର ; ମାଉଙ୍ଗି ଜି. ବାୱେନ୍ଦି, ଲୋଇସ୍ ଇ. ବ୍ରୁସ ଏବଂ ଆଲେକ୍ସି ଏଲ. ଏକିମୋଭ
- ଏସୀୟ କ୍ରୀଡ଼ା, ସ୍କ୍ବାଶ୍ ମିକ୍ସଡ୍ ଡବଲ୍ସରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ; ଦୀପିକା ପାଲ୍ଲିକଲ ଓ ହରିନ୍ଦର ପାଲ ସଂ ଆଣିଲେ ପଦକ | ଭାରତର ମୋଟ ସ୍ବର୍ଣ୍ଣ ପଦକ ସଂଖ୍ୟା ୨୦କୁ ବୃଦ୍ଧି | ରୌପ୍ୟ-୩୧, ବ୍ରୋଞ୍ଜ-୩୨ ସହ ମୋଟ ପଦକ ୮୩ |