ନବରଙ୍ଗପୁର, ସଡ଼କ ଦୁର୍ଘଟଣାରେ ଚାଲିଗଲା ସଡ଼କ ପରିବହନ ବିଭାଗର ଡ୍ରାଇଭରଙ୍କ ଜୀବନ। ଅଜଣା କାର ଧକ୍କାରେ ଆରଟିଓ ଡ୍ରାଇଭର ଦିଲୀପ ନାୟକଙ୍କ ମୃତ୍ୟୁ । ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଘଟିଲା ଅଘଟଣ |

ନବରଙ୍ଗପୁର: ସଡ଼କ ଦୁର୍ଘଟଣାରେ ଚାଲିଗଲା ସଡ଼କ ପରିବହନ ବିଭାଗର ଡ୍ରାଇଭରଙ୍କ ଜୀବନ। ଅଜଣା କାର ଧକ୍କାରେ ଆରଟିଓ ଡ୍ରାଇଭର ଦିଲୀପ ନାୟକଙ୍କ ମୃତ୍ୟୁ। ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଘଟିଲା ଅଘଟଣ।

Leave a Reply

Your email address will not be published. Required fields are marked *