ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ପୁରୁଷ ହକି ଟିମ୍‌କୁ ବ୍ରୋଞ୍ଜ ପଦକ| ବ୍ରୋଞ୍ଜ ମେଡାଲ ମୁକାବିଲାରେ ପାକିସ୍ତାନକୁ ୪-୩ ଗୋଲରେ ହରାଇଲା ଭାରତ | ପୂର୍ବରୁ ଭାରତ ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ୩ ଥର ବିଜେତା ହୋଇଛି ।

Leave a Reply

Your email address will not be published. Required fields are marked *