୫ ହଜାର କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରୁଥିବା ଅଗ୍ନି-୫ର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସଫଳ ପରୀକ୍ଷଣ

ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ବଡ ସଫଳତା। ଡିଆରଡିଓ ପକ୍ଷରୁ ଅଗ୍ନି-୫ର ସଫଳ ପରୀକ୍ଷଣ। ୫ ହଜାର କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ ଅଗ୍ନି-୫। ଓଡ଼ିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ହେଲା ପରୀକ୍ଷଣ। ଭୂପୃଷ୍ଠକୁ ସଫଳତାର ସହ କରିପାରିବ ଲକ୍ଷ୍ୟଭେଦ।

Leave a Reply

Your email address will not be published. Required fields are marked *