ମମିତା ମେହେର ହତ୍ୟା ମାମଲାରେ ଆଜି ବିଜେପିର ୧୨ ଘଣ୍ଟିଆ ସୁବର୍ଣ୍ଣପୁର ଓ ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା

ମମିତା ମେହେର ହତ୍ୟା ମାମଲାରେ ଆଜି ବିଜେପିର ୧୨ ଘଣ୍ଟିଆ ସୁବର୍ଣ୍ଣପୁର ଓ ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା ; ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚକଅଖ, ଦୋକାନବଜାର ବନ୍ଦ,ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦାବି କରାଯାଇଛି,ମମିତା ମେହେରଙ୍କ ହତ୍ୟା ମାମଲାରେ ନ୍ୟାୟ ଦାବି କରାଯାଇଛି

Leave a Reply

Your email address will not be published. Required fields are marked *