ଏୟାରସେଲ-ମାକ୍ସିସ ମାମଲାରେ ଚିଦମ୍ବରମ ବାପ-ପୁଅଙ୍କୁ ସମନ | ED ଓ CBI ଦ୍ବାରା ରୁଜୁ ହୋଇଥିବା ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ ଓ ପୁଅ କାର୍ତ୍ତିଙ୍କୁ ଦିଲ୍ଲୀ କୋର୍ଟଙ୍କ ସମନ। ଉଭୟ ସଂସ୍ଥାର ଚାର୍ଜସିଟ୍‌କୁ ବିଚାର ପରିସରଭୁକ୍ତ କଲେ କୋର୍ଟ

Leave a Reply

Your email address will not be published. Required fields are marked *