ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତ । ବିଜେପୁର ସମାବେଶରେ BSKY ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତ । ବିଜେପୁର ସମାବେଶରେ BSKY ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ; ବରଗଡ଼ ଜିଲ୍ଲାକୁ ୨୯୫ କୋଟି ଟଙ୍କାର ପ୍ରକଳ୍ପ

Read more

ଆଜି ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ସମାରୋହ : ଓଡ଼ିଆ ପାରାଲିମ୍ପିଆନ ପ୍ରମୋଦ ଭଗତଙ୍କ ସମେତ ୧୨ କ୍ରୀଡ଼ାବିତ ପାଇବେ ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର। ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ସମେତ ୩୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ଦେବେ ରାଷ୍ଟ୍ରପତି ।

ଆଜି ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ସମାରୋହ: ଓଡ଼ିଆ ପାରାଲିମ୍ପିଆନ ପ୍ରମୋଦ ଭଗତଙ୍କ ସମେତ ୧୨ କ୍ରୀଡ଼ାବିତ ପାଇବେ ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ

Read more

ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ମାମଲାର ଶୁଣାଣି ନଭେମ୍ବର ୧୫କୁ ଘୁଞ୍ଚିଲା | ସୁପ୍ରିମ୍‌ କୋର୍ଟରେ ଶୁଣାଣି ଘୁଞ୍ଚାଇବା ଲାଗି ଆବେଦନ କରିଥିଲେ ଉତ୍ତର ପ୍ରଦେଶ ସରକାର |
ଅକ୍ଟୋବର ୩ ହିଂସାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା

ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ମାମଲାର ଶୁଣାଣି ନଭେମ୍ବର ୧୫କୁ ଘୁଞ୍ଚିଲା | ସୁପ୍ରିମ୍‌ କୋର୍ଟରେ ଶୁଣାଣି ଘୁଞ୍ଚାଇବା ଲାଗି ଆବେଦନ କରିଥିଲେ

Read more

ଝାଡ଼ଖଣ୍ଡର କୁଖ୍ୟାତ ମାଓ ନେତା ପ୍ରଶାନ୍ତ ବୋଷ ଓରଫ କିଷନ ଦା ଗିରଫ | ପ୍ରଶାନ୍ତର ସ୍ତ୍ରୀ ତଥା ମାଓ ନେତ୍ରୀ ଶୀଲା ମାର୍‌ଣ୍ଡି ମଧ୍ୟ ଗିରଫ | ପ୍ରଶାନ୍ତ ବୋଷର ମୁଣ୍ଡରେ ଥିଲା କୋଟିଏ ଟଙ୍କାର ପୁରସ୍କାର ରାଶି | ରାଞ୍ଚିରେ ମାଓ ଦମ୍ପତିଙ୍କୁ ଝାଡ଼ଖଣ୍ଡ ପୋଲିସର ପଚରାଉଚରା ଜାରି

ଝାଡ଼ଖଣ୍ଡର କୁଖ୍ୟାତ ମାଓ ନେତା ପ୍ରଶାନ୍ତ ବୋଷ ଓରଫ କିଷନ ଦା ଗିରଫ | ପ୍ରଶାନ୍ତର ସ୍ତ୍ରୀ ତଥା ମାଓ ନେତ୍ରୀ ଶୀଲା ମାର୍‌ଣ୍ଡି ମଧ୍ୟ ଗିରଫ

Read more

ରାଜ୍ୟରେ ୪ କୋଟି ଟପିଲା କରୋନା ଟିକାକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ୱର : କୋଭିଡ୍‌ ଟିକାକରଣରେ ଓଡ଼ିଶାର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏଯାବତ୍‌ ଓଡ଼ିଶାରେ ୪ କୋଟି କୋଭିଡ୍‌ ଟିକା ଦିଆଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ

Read more

ଗିରଫ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ନେଇ କ୍ରାଇମବ୍ରାଞ୍ଚର ନୂଆ ତଥ୍ୟ, ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରିଥିବା ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠାବ, ଶେଆର ଓ ଡିବେଞ୍ଚରରେ ବିନିଯୋଗ ୧ କୋଟି ୭ ଲକ୍ଷ ୩୭ ହଜାର ଠାବ

ଗିରଫ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ନେଇ କ୍ରାଇମବ୍ରାଞ୍ଚର ନୂଆ ତଥ୍ୟ, ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରିଥିବା ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠାବ, ଶେଆର ଓ

Read more

‘ଆଶାପ୍ରଦୀପ’ ସମ୍ବାଦପତ୍ରର ଭାଷା ଓ ସାହିତ୍ୟର ସୁରକ୍ଷା ପ୍ରସଙ୍ଗରେ ବିଶେଷ ଆଲୋଚନାଚକ୍ର

ଭୁବନେଶ୍ୱର : ସ୍ଥାନୀୟ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ପ୍ରଗତିଶୀଳ ସମ୍ବାଦପତ୍ର ‘ ଆଶାରପ୍ରଦୀପ ‘ ଆନୁକୂଲ୍ୟରେ ” ସାମ୍ପ୍ରତିକ ପରିବେଶରେ ଭାଷା ଓ ସାହିତ୍ୟର ସୁରକ୍ଷା ପ୍ରସଙ୍ଗ

Read more

‘ଅମାନିଆ ବାଘ’ ଓ ‘ପବ୍ଲିକ୍ ଷଣ୍ଢ’ ନାମରେ ଗୃପ୍ ବନେଇ ସୋସିଆଲ ମିଡିଆରେ ଆତଙ୍କ ଖେଳାଉଛନ୍ତି କଲେଜ ଛାତ୍ରଛାତ୍ରୀ

କଟକ: ହାତରେ ବନ୍ଧୁକ ଓ ଖଣ୍ଡା ଧରି କଟକ ସହରର ବ୍ୟସ୍ତ-ବହୁଳ ସର୍ବସାଧାରଣ ସ୍ଥାନରେ ଭିଡିଓ ପ୍ରସ୍ତୁତ କରି ହରଡ଼ଘଣାରେ ପଡିଛନ୍ତି କଟକ ସହରର ଦଳେ ଯୁବକ

Read more

ଆଜିଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଧବଳେଶ୍ବର ପୀଠରେ ବଳବତ୍ତର ରହିବ ୧୪୪ ଧାରା

କଟକ: ଆଜିଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଧବଳେଶ୍ବର ପୀଠରେ ବଳବତ୍ତର ରହିବ ୧୪୪ ଧାରା, କୋରୋନା କାଳରେ ଭିଡ଼କୁ ଦେଖି ୧୪୪ ଧାରା ଲାଗୁ କଲା ଆଠଗଡ଼

Read more

କୋଟିପତି ଇଞ୍ଜିନିୟର ପ୍ରତାପ ସାମଲ ନିଲମ୍ବିତ, OPHWCର ଡେପୁଟି ମ୍ୟାନେଜର ପ୍ରତାପ ସାମଲ | ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାଲି ଗିରଫ ହୋଇଥିଲେ , ଜେଲ୍‌ରୁ ବାହାରିବା ପରେ ବି କଟକ ଛାଡ଼ିପାରିବେନି ପ୍ରତାପ

କୋଟିପତି ଇଞ୍ଜିନିୟର ପ୍ରତାପ ସାମଲ ନିଲମ୍ବିତ, OPHWCର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାଲି ଗିରଫ ହୋଇଥିଲେ ପ୍ରତାପ, ଜେଲ୍‌ରୁ ବାହାରିବା

Read more