ପଦ୍ମପୁରର ନିବନିର୍ବାଚିତ ବିଧାୟିକା ଭାବେ ଶପଥ ଗ୍ରହଣ କଲେ ବର୍ଷା ସିଂ ବରିହା

ଭୁବନେଶ୍ୱର: ବିଧାୟକ ଭାବେ ଶପଥ ନେଇଛନ୍ତି ବର୍ଷା ସିଂ ବରିହା। ଆଜି ବାଚସ୍ପତିଙ୍କ ପ୍ରକୋଷ୍ଠରେ ସେ ଶପଥ ନେଇଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ପଦ

Read more

ହିମାଚଳ ପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂହ ସୁଖୁ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଆରମ୍ଭ ହେଲା ନୂଆ ସରକାର। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂହ ସୁଖୁ। ଏଥିସହ ମୁକେଶ ଅଗ୍ନିହୋତ୍ରୀ ଉପ-ମୁଖ୍ୟମନ୍ତ୍ରୀ ପଦର ଶପଥ

Read more

ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ; ଆଗତ ହୋଇପାରେ ୧୬ଟି ବିଲ୍‌

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ। ତାପୂର୍ବରୁ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ

Read more

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଷଡ଼ଯନ୍ତ୍ରରେ ବ୍ଲାକ୍ ରୋଜ୍ ଜାହାଜ ବୁଡ଼ିର ସିବିଆଇ ତଦନ୍ତ ବନ୍ଦ : ସାମ୍ବାଦିକ ସମ୍ମିଳନୀ ରେ ସୂଚନା

ଭୁବନେଶ୍ୱର : ସେପ୍ଟେମ୍ବର ୯, ୨୦୦୯ ମସିହାରେ ୨୩,୮୪୭ ମେଟ୍ରିକ୍ ଟନ୍‌ର ଲୁହାପଥର ଏବଂ ୯୨୦ ମେଟ୍ରିକ୍ ଟନ୍‌ର ଫରନେସ୍‌ ତେଲ ନେଇ ଚୀନ୍ ଅଭିମୁଖେ ଯାଉଥିବା

Read more

ତେଲକୋଇ: ୪୯ନଂ ଜାତୀୟ ରାଜପଥରେ ଓଲଟିଲା ବସ୍ । କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ଗାଁ ନିକଟରେ ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା । ବସରେ ଥିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ । ସମ୍ମୁଖରୁ ହଠାତ୍ ଏକ ସାଇକେଲ ଆରୋହୀ ମାଡ଼ି ଆସିବାରୁ ଚାଳକ ଷ୍ଟିୟରିଙ୍ଗ ମୋଡି ଦେବାରୁ ରାସ୍ତାକଡ଼ରେ ବସଟି ଓଲଟିପଡ଼ିଥିଲା । ଘଟଣାସ୍ଥଳରେ କାଞ୍ଜିପାଣି ପୁଲିସର ତଦନ୍ତ ଜାରି।

ତେଲକୋଇ: ୪୯ନଂ ଜାତୀୟ ରାଜପଥରେ ଓଲଟିଲା ବସ୍ । କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ଗାଁ ନିକଟରେ ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ୧୦ରୁ

Read more

ବିଶିଷ୍ଟ ସାହିତ୍ୟିକା ଗୀତା ହୋତାଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକା ଗୀତା ହୋତାଙ୍କର ମଙ୍ଗଳବାର ରାତିରେ ପରଲୋକ ଘଟିଛି । ଶ୍ରୀମତୀ ହୋତା ଗତ ପ୍ରାୟ ୪ମାସ ଧରି ଅସୁସ୍ଥ ଥିଲେ । ମଙ୍ଗଳବାର

Read more

ପରମହଂସ ହରିହରାନନ୍ଦଜୀ ମହାରାଜଙ୍କ ୨୦ ତମ ପୂଣ୍ୟତିଥ୍ ଉପଲକ୍ଷେ ”ଶ୍ଵାସ ନିୟନ୍ତ୍ରକ ହିଁ ଆତ୍ମ ନିୟନ୍ତ୍ରକ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ

ଭୁବନେଶ୍ୱର: ପରମହଂସ ହରିହରାନନ୍ଦଜୀ ମହାରାଜଙ୍କ ୨୦ତମ ପୂଣ୍ୟତିଥି ଉପଲକ୍ଷେ ପ୍ରଜ୍ଞାନ ମିଶନ ପକ୍ଷରୁ ଆସନ୍ତା ତା ୦୨.୧୨.୨୦୨୨ ରିଖ ଦିନ ରବିନ୍ଦ୍ର ମଣ୍ଡପ, ଭୁବନେଶ୍ବର ଠାରେ ସନ୍ଧ୍ୟା

Read more

ଭାରତୀୟ ଅଲିମ୍ପିକ୍‌ ଆସୋସିଏସନର ସଭାପତି ନିର୍ବାଚିତ ହେଲେ ଭେଟରାନ ଆଥଲେଟ ପିଟି ଉଷା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ(ଆଇଓଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଭେଟରାନ ଆଥଲେଟ ପିଟି ଉଷା। ସେ ପ୍ରଥମ ମହିଳା ଓ ପ୍ରଥମ ଆଥଲେଟ ଭାବେ ଆଇଓଏର

Read more

ରାଜ୍ୟରେ ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ ପାଇଁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ, ନ୍ୟାୟିକ ଅଧିକାରୀ ଓ ମହକିଲଙ୍କୁ ସୁରକ୍ଷା ଯୋଗାଇବାକୁ ପୁଲିସକୁ ନିର୍ଦ୍ଦେଶ, କୋର୍ଟ ଚାଲିବାକୁ ଆବଶ୍ୟକ ହେଲେ ଆନ୍ଦୋଳନକାରୀଙ୍କୁ ଗିରଫ ନିର୍ଦ୍ଦେଶ |

ରାଜ୍ୟରେ ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ ପାଇଁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ, ନ୍ୟାୟିକ ଅଧିକାରୀ

Read more

ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ନବନିଯୁକ୍ତ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ଗୋଏଲ

ନୂଆଦିଲ୍ଲୀ: ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ନବନିଯୁକ୍ତ ନିର୍ବାଚନ କମିଶନର ଅରୁଣ ଗୋଏଲ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପଞ୍ଜାବ କ୍ୟାଡର ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ

Read more