ସୋର: ଅଜାର ଦଶାହରେ ଗଲା ୨ ନାତିଙ୍କ ଜୀବନ, ଲଣ୍ଡା ହେବା ପରେ ଗାଧୋଇବା ବେଳେ ବୁଡ଼ିଯାଇ ୨ ଜଣଙ୍କର ମୃତ୍ୟୁ ଘଟିଛି |ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୋର ୱାଦା ଅଞ୍ଚଳରେ।
ସୋର: ଅଜାର ଦଶାହରେ ଗଲା ୨ ନାତିଙ୍କ ଜୀବନ, ଲଣ୍ଡା ହେବା ପରେ ଗାଧୋଇବା ବେଳେ ବୁଡ଼ିଯାଇ ୨ ଜଣଙ୍କର ମୃତ୍ୟୁ ଘଟିଛି | ଏଭଳି ଏକ
Read more