ବ୍ରହ୍ମପୁର: ୬ ହଜାର ଟଙ୍କା ଲାଞ୍ଚ ନେଇ ପାତ୍ରପୁର ବ୍ଲକ ତୁରୁଗୁଡ଼ି ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ | ପିଏମ୍ ଆବାସ ପାଇଁ ଶେଷ କିସ୍ତି ରିଲିଜ କରିବାକୁ ଲାଞ୍ଚ ନେଇ ଗିରଫ |

Leave a Reply

Your email address will not be published. Required fields are marked *