ଆଜି ବୌଦ୍ଧ ଓ କେନ୍ଦ୍ରାପଡ଼ା ବନ୍ଦ

ଆଜି ବୌଦ୍ଧ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ । ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ BJP ବନ୍ଦ ଡାକରା । ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ଅନୁଷ୍ଠାନ ବନ୍ଦ ରଖିବାକୁ ଡାକରା

Leave a Reply

Your email address will not be published. Required fields are marked *