ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର: ରାଜଧାନୀରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୩୫ ପଇସା ଓ ଡିଜେଲ ୩୮ ପଇସା ବୃଦ୍ଧି । ଭୁବନେଶ୍ବରରେ ପେଟ୍ରୋଲ ଲିଟର ୧୦୯.୯୬ ଟଙ୍କା । ରାଜଧାନୀରେ ଡିଜେଲ ଲିଟର ୧୦୬.୬୦ ଟଙ୍କା

Leave a Reply

Your email address will not be published. Required fields are marked *