ଆଜିଠୁ ଶ୍ରୀମନ୍ଦିରରେ ସିଂହଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ଦର୍ଶନ କରିବେ ଭକ୍ତ | ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ପରେ ଦର୍ଶନ ବ୍ୟବସ୍ଥା ଆରମ୍ଭ | ଭକ୍ତଙ୍କ ସୁବିଧା ପାଇଁ ପଶ୍ଚିମ ଦ୍ବାର ନିକଟରେ ନିର୍ମାଣ ହୋଇଛି ସ୍ଥାୟୀ ସେଡ୍‌ | ଦକ୍ଷିଣ ଦ୍ବାରରୁ ଲାଗିଲା ନୂଆ ସେଡ୍‌ | ଦକ୍ଷିଣ ଓ ଉତ୍ତର ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା |

Leave a Reply

Your email address will not be published. Required fields are marked *