କେନ୍ଦୁଝର: ରାସ୍ତାରୋକ ବେଳେ ଆମ୍ବୁଲାନସ୍ ଭଙ୍ଗାରୁଜା, ଆମ୍ବୁଲାନସ୍ କର୍ମଚାରୀଙ୍କୁ ଆକ୍ରମଣ କଲେ ଆନ୍ଦୋଳନକାରୀ, ଆମ୍ବୁଲାନସ୍ କର୍ମଚାରୀଙ୍କ ପକ୍ଷରୁ ପଣ୍ଡାପଡ଼ା ଥାନାରେ ଲିଖିତ ଅଭିଯୋଗ, ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଚାଲିଥିଲା ଆନ୍ଦୋଳନ

Read more

ରାଜଧାନୀରେ ପ୍ରେମିକକୁ ଦ୍ବାରା ପ୍ରଥମ ପ୍ରେମିକକୁ ମାଡ଼ ଖୁଆଇଲା ଯୁବତୀ, ଆକ୍ରମଣ କରିବା ପରେ ପ୍ରଥମ ପ୍ରେମିକ ନାଁରେ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ କଲା ଯୁବତୀ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଯୁବକ ଭର୍ତ୍ତି

Read more

ବରଗଡ଼ରେ ନକଲି RTO ବିକ୍ରମ ବେହେରାକୁ ଗିରଫ କଲା ଟାଉନ ଥାନା ପୋଲିସ, RTO ପରିଚୟ ଦେଇ ଗାଡ଼ିରୁ ଆଦାୟ କରୁଥିଲେ ଟଙ୍କା

ବରଗଡ଼ରେ ନକଲି RTO ବିକ୍ରମ ବେହେରାକୁ ଗିରଫ କଲା ଟାଉନ ଥାନା ପୋଲିସ, RTO ପରିଚୟ ଦେଇ ଗାଡ଼ିରୁ ଆଦାୟ କରୁଥିଲେ ଟଙ୍କା, ବରଗଡ଼ ଟୋଲଗେଟ ବାଇପାସ

Read more

କେନ୍ଦୁଝର; ବାମେବାରୀ ଥାନା ବଳଦା ଗାଁରେ ଘରେ ଶୋଇଥିଲା ବେଳେ ସ୍ୱାମୀ, ସ୍ତ୍ରୀ ଜୀବନ୍ତ ଦଗ୍ଧ, ସୌଭାଗ୍ୟ ବଶଃତ ଅଳ୍ପକେ ବର୍ତ୍ତିଯାଇଛି ୯ବର୍ଷର ଶିଶୁପୁତ୍ର, ପ୍ରାଥମିକ ତଥ୍ୟ ଅନୁସାରେ ସର୍ଟ ସର୍କିଟରୁ ସେମାନେ ପୋଡ଼ି ଯାଇଥିବା ସୂଚନା

Read more

ଗ୍ରୀନ୍ କ୍ରାକର ଫୁଟାଇବା ଅନୁମତି ନେଇ ହାଇକୋର୍ଟରେ ମାମଲା ପ୍ରସଙ୍ଗ; ପିଟିସନ୍ କରିଥିବା ସଂଗଠନର ବୈଧତା ନେଇ ପ୍ରଶ୍ନ ଉଠାଇଲେ କୋର୍ଟ,ବାଣ ଡିଲର ଚାହିଁଲେ ବ୍ୟକ୍ତିଗତ ଭାବେ କୋର୍ଟ ଆସି ପାରିବେ, ଏପରି ପିଟିସନ୍ ପ୍ରତ୍ୟାହାର କରିବାକୁ ପରାମର୍ଶ ଦେଲେ କୋର୍ଟ, ଅଲ ଓଡ଼ିଶା ଫାୟାର ୱାର୍କର୍ସ ଆସୋସିଏସନ ଏନେଇ ହାଇକୋର୍ଟ ଯାଇଥିଲା

Read more

ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା

ବାଣ ଫୁଟିଲେ ଲଙ୍ଗସକୁ ଇଫେକ୍ଟ କରିବ, ସଂକ୍ରମଣ ବଢିବା-କମିବା ଡାଇନାମିକ ପ୍ରସେସରେ ଚାଲିବ ଆମେ ଏଣ୍ଡାମିକରେ ଅଛେ, ଭୁବନେଶ୍ବରରେ ପଜିଟିଭ ସ୍ଥିତି ତଳ ଉପର ହୋଇ ପ୍ଲାଟୋ

Read more

ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର, ନୂଆଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ, ରଜନୀକାନ୍ତଙ୍କୁ ଦାଦାସାହେବ ଫାଲ୍‌କେ ଆୱାର୍ଡ ପ୍ରଦାନ କଲେ ଉପରାଷ୍ଟ୍ରପତି, ଧନୁଷ ଏବଂ ମନୋଜ ବାଜପେୟୀଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର, କଙ୍ଗନା ରାଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

Read more