ରାଜ୍ୟ କ୍ୟାବିନେଟ୍‌ରେ ୧୨ ନିଷ୍ପତ୍ତି ପାରିତ; ବଢ଼ିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ୧୨ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ଲାଗିଛି। ଏହି କ୍ରମରେ ବଢ଼ିଛି ଅନୁଦାନପ୍ରାପ୍ତ ବେସରକାରୀ

Read more

ମୁମ୍ବାଇ-ଗୋଆ ରାଜପଥରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୯ ଜଣଙ୍କ ମୃତ୍ୟୁ

ପୁଣେ: ଆଜି ମହାରାଷ୍ଟ୍ରର ରାୟଗଢ଼ ଜିଲ୍ଲା ଅନ୍ତର୍ଗତ ମନଗାଓଁ ଅଞ୍ଚଳ ଦେଇ ଯାଇଥିବା ମୁମ୍ବାଇ-ଗୋଆ ରାଜପଥରେ ଗୋଟାଏ ଟ୍ରକ୍‌ ଓ ଗୋଟାଏ କାର୍‌ ସହିତ ମୁହାଁମୁହିଁ ଧକ୍କା

Read more

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ଉ ହ‌ୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯ‌ୋଗରେ ଖଡ଼ିଆଳ ବିଡିଓଙ୍କ ଘରେ

Read more

ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ନମିଳିଲେ ନିବାସ ଘେରାଉ କରିବ ବିଜେପି : ପୃଥ୍ୱୀରାଜ ହରିଚନ୍ଦନ

-ମୋଦିଙ୍କ ଯୋଜନାକୁ ଓଡ଼ିଶାରେ ସଫଳ କରିବାରେ ବାଧକ ସାଜିଛନ୍ତି ରାଜ୍ୟ ସରକାର-ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ପଂଚାୟତର ଦାରୁଗାଁର ଟିକିନା ଦେଇ ଓ ଦୁଃଖି ରାଉତଙ୍କ

Read more

ୱାର୍ଲଡ୍ ଓଡ଼ିଶା ସୋସାଇଟିର ଦ୍ଵିତୀୟ ପ୍ରତିଷ୍ଠା ଦିବସରେ ବିଶ୍ବ ଓଡ଼ିଆ ଏକଜୁଟ ହେବାକୁ ଡାକରା

ଭୁବନେଶ୍ବର /ନୂଆଦିଲ୍ଲୀ : ବିଶ୍ୱଭରି ଓଡ଼ିଆ ଏକଜୁଟ ହେବାକୁ ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱାଓସୋ) ତରଫରୁ ଆହ୍ବାନ ଦିଆଯାଇଛି। ଓଡ଼ିଶା ବାହାରେ ତଥା ଭାରତବର୍ଷର ଅନ୍ୟାନ୍ୟ ପ୍ରଦେଶ

Read more

ଜାନୁଆରୀ ୨୪ ତାରିଖରେ ହେବ ଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ମହାନଗର ନିଗମ(ଏମସିଡି)ର ମେୟର ନିର୍ବାଚନ ଜାନୁଆରୀ ୨୪ରେ ଅନୁଷ୍ଠିତ ହେବ। ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ଅନୁମତିକ୍ରମେ ନବ ନିର୍ବାଚିତ କର୍ପୋରେଟରଙ୍କ

Read more

ନେପାଳ ବିମାନ ଦୁର୍ଘଟଣାରେ ଥି​‌ଲେ ୫ ଭାରତୀୟ; ମୃତ୍ୟୁସଂଖ୍ୟା ୪୨କୁ ବୃଦ୍ଧି

ନେପାଳ: ବଢ଼ୁଛି ନେପାଳ ବିମାନ ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁସଂଖ୍ୟା । ପ୍ରଥମେ ୧୬ ପରେ ୩୨ ଏବଂ ବର୍ତ୍ତମାନ ସୁଦ୍ଧା ୪୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା

Read more

ସିକନ୍ଦରାବାଦ ଓ ବିଶାଖାପାଟଣାକୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ; ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ସିକନ୍ଦରାବାଦ ଓ ବିଶାଖାପାଟଣାକୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିକନ୍ଦରାବାଦ ଓ ବିଶାଖାପାଟଣାକୁ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ

Read more

ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଗଙ୍ଗା ସାଗରରେ ବୁଡ ପକାଇଲେ ୩୧ ଲକ୍ଷ ଶ୍ରଦ୍ଧାଳୁ

କୋଲକାତା: ମକର ସଂକ୍ରାନ୍ତି ଅବସରରେ ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଚଳିତ ବର୍ଷ ୩୧ ଲକ୍ଷ ଲୋକଙ୍କ ସମାଗମ ହୋଇଛି ବୋଲି ପଶ୍ଚିମବଙ୍ଗ ପ୍ରଶାସନ

Read more

ରାଷ୍ଟ୍ରପତିଙ୍କ ପାଦ ଛୁଇଁବାରୁ ନିଲମ୍ୱିତ ହେଲେ ସରକାରୀ ଇଞ୍ଜିନିୟର

ଜୋଧପୁର: ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଥିବାରୁ ରାଜସ୍ଥାନର ଜଣେ ସରକାରୀ ଇଞ୍ଜିନିୟର ଙ୍କୁ ଶୁକ୍ରବାର ନିଲମ୍ବିତ

Read more