ରାକେଶ ଝୁନ୍ଝୁନ୍ୱାଲାଙ୍କ ଦେହାନ୍ତ | ୬୨ ବର୍ଷ ବୟସରେ ସେୟାର ମାର୍କେଟର ବିଗବୁଲ୍ ଭାବେ ଜଣାଶୁଣା ରାକେଶ ଝୁନଝୁନୱାଲାଙ୍କ ମୃତ୍ୟୁ ।
ସେୟାର ବଜାରର ବିଗବୁଲ କୁହାଯାଉଥିବା ରାକେଶ ଝୁନଝୁନୱାଲାଙ୍କ ୬୨ ବର୍ଷ ବୟସରେ ପରଲୋକ । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଝୁନଝୁନୱାଲା
Read more