ରାଜ୍ୟରେ ଦିନକରେ ଆଉ ୧୦,୪୮୯ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସଂଗରୋଧରୁ ୬,୦୮୨ ଓ ସ୍ଥାନୀୟ ଅଞ୍ଚଳରୁ ୪,୪୦୭ କୋରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୯୮୨ ଜଣ

Read more

ବାଲି ଭର୍ତ୍ତି ଟ୍ରକ ଛାଡ଼ିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜଗତସିଂହପୁର ନୂଆଗାଁ ତହସିଲଦାରଙ୍କ ଅଫିସ୍‌ର ବରିଷ୍ଠ କିରାଣି ଧ୍ରୁବ ଚରଣ ନାୟକଙ୍କୁ ଧରିଲା | ପୂର୍ବରୁ ମଧ୍ୟ ଲାଞ୍ଚ ନେଇ ଗିରଫ ହୋଇଥିଲେ ଧ୍ରୁବ ଚରଣ

ବାଲି ଭର୍ତ୍ତି ଟ୍ରକ ଛାଡ଼ିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜଗତସିଂହପୁର ନୂଆଗାଁ ତହସିଲଦାରଙ୍କ ଅଫିସ୍‌ର ବରିଷ୍ଠ କିରାଣି

Read more

ଆସନ୍ତାକାଲି ରାଜ୍ୟକୁ ଆସିବ ‘ଓମିସିୟୋର କିଟ୍’ | ଦେଶର ପ୍ରଥମ ରାଜ୍ୟ ଭାବେ OmiSure test kit ଆଣୁଛି ଓଡ଼ିଶା | ଓମିକ୍ରନ ଚିହ୍ନଟରେ ସହାୟକ ହେବ ‘ଓମିସିୟୋର କିଟ୍’ |ରାଜ୍ୟ ସରକାର ୫ ଲକ୍ଷ ‘ଓମିସିୟୋର କିଟ୍’ ମଗାଇଛନ୍ତି ବୋଲି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ

ଆସନ୍ତାକାଲି ରାଜ୍ୟକୁ ଆସିବ ‘ଓମିସିୟୋର କିଟ୍’ | ଦେଶର ପ୍ରଥମ ରାଜ୍ୟ ଭାବେ OmiSure test kit ଆଣୁଛି ଓଡ଼ିଶା | ଓମିକ୍ରନ ଚିହ୍ନଟରେ ସହାୟକ ହେବ

Read more

ନୟାଗଡ଼ର ଟାଉନ ଥାନା ରତନପୁର ଗାଁ ନିକଟରେ ଅଟୋ ଡ୍ରାଇଭରକୁ ହତ୍ୟା | ଏକ ନିର୍ମାଣାଧୀନ ଘର ପାଣିଟାଙ୍କିରୁ ମୃତଦେହ ଉଦ୍ଧାର । ଶରୀରର ବିଭିନ୍ନ ସ୍ଥାନରେ ରହିଛି ହଣା ଦାଗ । ଲେଙ୍କୁଡ଼ିପଡ଼ା ଗାଁର ସରୋଜ ମହାନ୍ତିଙ୍କୁ ହତ୍ୟା କରି କେହି ଫିଙ୍ଗି ଦେଇଥିବା, ପରିବାର ଲୋକଙ୍କ ଅଭିଯୋଗ ପୋଲିସର ତଦନ୍ତ ଆରମ୍ଭ

ନୟାଗଡ଼ର ଟାଉନ ଥାନା ରତନପୁର ଗାଁ ନିକଟରେ ଅଟୋ ଡ୍ରାଇଭରକୁ ହତ୍ୟା | ଏକ ନିର୍ମାଣାଧୀନ ଘର ପାଣିଟାଙ୍କିରୁ ମୃତଦେହ ଉଦ୍ଧାର । ଶରୀରର ବିଭିନ୍ନ ସ୍ଥାନରେ

Read more

ନୂଆପଡ଼ାରେ ପହଞ୍ଚିଲେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ | ମାଓ ସ୍ଥିତି ସମୀକ୍ଷା ସହ ପଞ୍ଚାୟତ ନିର୍ବାଚନ ନେଇ ଏସ୍‌ପି ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ, ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ, ଡିଆଇଜି ଓ ଏସ୍‌ପି ଉପସ୍ଥିତ

ନୂଆପଡ଼ାରେ ପହଞ୍ଚିଲେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ | ମାଓ ସ୍ଥିତି ସମୀକ୍ଷା ସହ ପଞ୍ଚାୟତ ନିର୍ବାଚନ ନେଇ ଏସ୍‌ପି ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସହ

Read more

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୭୪୩କୁ ବୃଦ୍ଧି

ଦେଶରେ ୨୪ ଘଣ୍ଟାରେ ୨ଲକ୍ଷ ୭୧ ହଜାର ୨୦୨ କୋରୋନା ଆକ୍ରାନ୍ତ ଚିହ୍ନଟ । ଦୈନିକ ସଂକ୍ରମଣ ହାର ୧୬.୨୮ ପ୍ରତିଶତ ରହିଛି । ଗତକାଲିଠାରୁ ୨

Read more

ରାଜ୍ୟରେ ଦିନକରେ ଆଉ ୧୧୧୭୭ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୩୩ହଜାର ୯୧୨କୁ ବୃଦ୍ଧି । ଏଯାଏ ସୁସ୍ଥ ହେଲେଣି ୧୦ ଲକ୍ଷ ୫୫ ହଜାର ୬୧୫ରୋଗୀ । ଖୋର୍ଦ୍ଧା ଜିଲ୍ଲାରୁ

Read more

କୋଭିଡ୍ କଟକଣାରେ ହେବ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା, ଜାନୁଆରୀ ୨୦ରୁ ଆରମ୍ଭ ହେବ, ଜାନୁଆରୀ ୨୩ ତାରିଖରେ ହେବ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା, ପ୍ରେସ୍ ରିଲିଜ ଜରିଆରେ ସ୍ପଷ୍ଟ କଲେ ଲୋକସେବା ଆୟୋଗ ସଚିବ, ପରୀକ୍ଷା ଘୁଞ୍ଚାଇବାକୁ ଆଶାୟୀ ପରୀକ୍ଷାର୍ଥୀ ଦାବି କରିଥିଲେ

କୋଭିଡ୍ କଟକଣାରେ ହେବ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା, ଜାନୁଆରୀ ୨୦ରୁ ଆରମ୍ଭ ହେବ, ଜାନୁଆରୀ ୨୩ ତାରିଖରେ ହେବ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା, ପ୍ରେସ୍ ରିଲିଜ

Read more

୧୯୯୧ ବ୍ୟାଚର ୪ ବରିଷ୍ଠ IAS ମଧୁସୂଦନ ପାଢୀ, ବିଜୟ ଆରୋରା, ଅନୁ ଗର୍ଗ ଓ ସତ୍ୟବ୍ରତ ସାହୁ ହେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

୧୯୯୧ ବ୍ୟାଚର ୪ ବରିଷ୍ଠ IAS ମଧୁସୂଦନ ପାଢୀ, ବିଜୟ ଆରୋରା, ଅନୁ ଗର୍ଗ ଓ ସତ୍ୟବ୍ରତ ସାହୁ ହେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

Read more

ନବୋଦୟ ବିଦ୍ୟାଳୟରେ ନିଯୁକ୍ତି ସୁଯୋଗ ; ଖାଲି ଥିବା ୧୯୦୦ ପଦବୀ ଓ ଚୟନ ପ୍ରକ୍ରିୟା ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ନବୋଦୟ ବିଦ୍ୟାଳୟରେ ଚାକିରି କରିବାକୁ ଆଶା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖରବ। ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି ନବୋଦୟ

Read more