ଦେଶରେ କୋରୋନା ସ୍ଥିତି ନେଇ ସମୀକ୍ଷା କରିବେ ଅପରାହ୍‌ଣ ୪ଟା ୩୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ | କୋଭିଡ ମୁକାବିଲା, ହସ୍ପିଟାଲ, ଟିକାକରଣ ପ୍ରସଙ୍ଗରେ ହେବ ଆଲୋଚନା

Read more

ଦୁଇ ଦିନରେ SCB ବିଏସସି ନର୍ସିଂ ହଷ୍ଟେଲର ୨୮ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ

କଟକ: ସମସ୍ତ ଆକ୍ରାନ୍ତ ଛାତ୍ରୀ ହଷ୍ଟେଲରେ ଆଇସୋଲେସନରେ । ଅନ୍ୟତ୍ର ସ୍ଥାନାନ୍ତର ନେଇ ନିଷ୍ପତ୍ତି ଆଜି । ନର୍ସିଂ କଲେଜ ପ୍ରିନ୍ସିପାଲ ବିଜୟଲକ୍ଷ୍ମୀ ଦାସଙ୍କ ସୂଚନା |

Read more

ଆମେରିକାରେ କୋରୋନା ସ୍ଥିତି ଦିନକରେ ୪.୬୬ ଲକ୍ଷ ଆକ୍ରାନ୍ତ, ୬୬୭ ମୃତ |

ଫ୍ରାନ୍ସରେ ଗତ ୨୪ ଘଣ୍ଟାରେ ୩.୩ ଲକ୍ଷ ଆକ୍ରାନ୍ତ, ୧୪୨ ମୃତ । ବ୍ରିଟେନରେ ଦିନକରେ ୧.୪୬ ଆକ୍ରାନ୍ତ , ୩୧୩ ଜଣଙ୍କ ମୃତ୍ୟୁ ।

Read more

ରାଜ୍ୟରେ ଦିନକରେ ଆଉ ୪୭୧୪ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭୦ ହଜାର ୮୬୯କୁ ବୃଦ୍ଧି | ସଂଗରୋଧରୁ ୨୭୫୫ ଓ ସ୍ଥାନୀୟ ଅଞ୍ଚଳରୁ ୧୯୫୯ ରୋଗୀ ଚିହ୍ନଟ, ୪୭୧୪ ନୂଆ

Read more

ରାଜ୍ୟରେ ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ | ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫କୁ ବୃଦ୍ଧି , ୧୪ ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କଲା ILS , ଡିସେମ୍ବର ୨୧ରେ ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ |

ରାଜ୍ୟରେ ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ | ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫କୁ ବୃଦ୍ଧି , ୧୪ ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗକୁ

Read more

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବଦଳିଲେ ପଞ୍ଜାବ DGP | ୧୯୮୭ ବ୍ୟାଚ୍‌ର IPS ଅଫିସର ବୀରେଶ କୁମାର ଭୱରା ହେଲେ ପଞ୍ଜାବର ନୂଆ DGP |ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ହଇଚଇ ପରେ ବଦଳିଲେ । UPSC ସୁପାରିସ କରିଥିବା ୩ IPSଙ୍କ ମଧ୍ୟରୁ ଭୱରାଙ୍କୁ ମିଳିଲା ନିଯୁକ୍ତି |

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବଦଳିଲେ ପଞ୍ଜାବ DGP | ୧୯୮୭ ବ୍ୟାଚ୍‌ର IPS ଅଫିସର ବୀରେଶ କୁମାର ଭୱରା ହେଲେ ପଞ୍ଜାବର ନୂଆ DGP |ପ୍ରଧାନମନ୍ତ୍ରୀଙ୍କ

Read more

କୋଭିଡ ସଂକ୍ରମଣ ହାରରେ ରେଡ୍ ଜୋନରେ ସୁନ୍ଦରଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲା | ସଂକ୍ରମଣ ହାରରେ ଖୋର୍ଦ୍ଧାକୁ ଟିପିଲା ସୁନ୍ଦରଗଡ଼, ଜିଲ୍ଲାରେ ସଂକ୍ରମଣ ହାର ୧୦.୮% ଓ ଖୋର୍ଦ୍ଧା ଜିଲ୍ଲାରେ ୯.୯% , ଦେଓଗଡ଼ ୬.୧% ଓ ୫.୪%, ସଂକ୍ରମଣ ସହ ସମ୍ବଲପୁର ଜିଲ୍ଲା ୟେଲୋ ଜୋନ୍‌ରେ |

କୋଭିଡ ସଂକ୍ରମଣ ହାରରେ ରେଡ୍ ଜୋନରେ ସୁନ୍ଦରଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲା | ସଂକ୍ରମଣ ହାରରେ ଖୋର୍ଦ୍ଧାକୁ ଟିପିଲା ସୁନ୍ଦରଗଡ଼, ଜିଲ୍ଲାରେ ସଂକ୍ରମଣ ହାର ୧୦.୮% ଓ

Read more

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଡାକିଲେ ବୈଠକ; ଆଜି ଦିନ ୧୧ଟାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ, CS, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଯୋଗଦେବେ, କରୋନା ସଂକ୍ରମଣ ମାଡ଼ି ଚାଲିଥିବାରୁ ନିର୍ବାଚନ ସମ୍ପର୍କିତ ଆଲୋଚନା ହେବ

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଡାକିଲେ ବୈଠକ; ଆଜି ଦିନ ୧୧ଟାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ, CS, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗ

Read more

ରାଜ୍ୟରେ ଦିନକରେ ଆଉ ୩୬୭୯ କୋରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ରାଜ୍ୟରେ ଦିନକରେ ଆଉ ୩୬୭୯ କୋରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂଗରୋଧରୁ ୨୧୪୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୧ ରୋଗୀ ଚିହ୍ନଟ

Read more

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ କଲା ପଞ୍ଚାୟତିରାଜ ବିଭାଗ | ୩୦ଟିରୁ ୧୫ଟି ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ କଲା ପଞ୍ଚାୟତିରାଜ ବିଭାଗ | ୩୦ଟିରୁ ୧୫ଟି ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ

Read more