ମେକ୍‌ ଇନ୍‌ ଓଡ଼ିଶା ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌ (IMCOV-AG)କୁ ମିଳିଲା ଆଇସିଏମଆର ର ଅନୁମୋଦନ। ଏହି କିଟ୍‌ ଦୁଇ ମାସ ମଧ୍ୟରେ ବଜାରକୁ ଆସିବ । ଏନେଇ ସୂଚନା ଦେଇଛନ୍ତି ଇମ୍‌ଜେନେକ୍ସ ଇଣ୍ଡିଆ ପ୍ରତିଷ୍ଠାତା ତଥା ସିଇଓ ଡକ୍ଟର ସୁଜୟ ସିଂହ ।

ମେକ୍‌ ଇନ୍‌ ଓଡ଼ିଶା ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌ (IMCOV-AG)କୁ ମିଳିଲା ଆଇସିଏମଆର ର ଅନୁମୋଦନ। ଏହି ଟେଷ୍ଟିଂ କିଟ୍‌ର ବିକାଶ କରିଛି ଭୁବନେଶ୍ୱର ଭିତ୍ତିକ ଇମ୍‌ଜେନେକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ । IMCOV-AG ବିକାଶ ଲାଗି ଖର୍ଚ୍ଚ ହୋଇଛି ଏକ କୋଟି ଟଙ୍କା । ୨୦୨୦ ଜୁନ୍‌ ପରଠାରୁ ଏହା ଉପରେ ଗବେଷଣା ଚାଲିଥିଲା । ଏହି କିଟ୍‌ ଦୁଇ ମାସ ମଧ୍ୟରେ ବଜାରକୁ ଆସିବ । ଏନେଇ ସୂଚନା ଦେଇଛନ୍ତି ଇମ୍‌ଜେନେକ୍ସ ଇଣ୍ଡିଆ ପ୍ରତିଷ୍ଠାତା ତଥା ସିଇଓ ଡକ୍ଟର ସୁଜୟ ସିଂହ ।

Leave a Reply

Your email address will not be published. Required fields are marked *