ଆଜି ବାହା ହେବେ ଜୁନାଗଡର ବିଜେଡି ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଦେକୋଟ ଗାଁର ପ୍ରିୟଙ୍କା ଅଗସ୍ତିଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି। ପୁରୀ ନିକଟ ଏକ ରିସର୍ଟରେ ନଜର ଆସିଲେ ଦିବ୍ୟ ଶଙ୍କର ଓ ପ୍ରିୟଙ୍କା

Leave a Reply

Your email address will not be published. Required fields are marked *