ନଭେମ୍ବର 1ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ନଭେମ୍ବର 1ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ | ପୀଠାବଟା ଓ କାଳୀଆଣି ଦେଇ ପ୍ରବେଶ କରିବେ ପର୍ଯ୍ୟଟକ | ଶିମିଳିପାଳ ଭିତରେ ଇକୋ କଟେଜରେ ରହିପାରିବେ ପର୍ଯ୍ୟଟକ | http://ecotourodisha.comରେ ବରେହିପାଣି, ଗୁଡୁଗୁଡ଼ିଆ, କୁମାରୀ, ଜାମ୍ବୁଆଣି, ରାମତୀର୍ଥ ଇକୋ କଟେଜରେ ବୁକିଂ କରିହେବ

Leave a Reply

Your email address will not be published. Required fields are marked *