ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୩ ହଜାର ୧୫୧କୁ ବୃଦ୍ଧି

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୩ ହଜାର ୧୫୧କୁ ବୃଦ୍ଧି । ଏଯାଏ ସୁସ୍ଥ ହେଲେଣି ୧୦ ଲକ୍ଷ ୩୧ ହଜାର ୪୨୫ ଜଣ ରୋଗୀ ।
୩ ହଜାର ୩୧୯ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ । ରାଜ୍ୟରେ ଦିନକରେ ଆଉ ୨୦୮ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୧୧୯ ଓ ସ୍ଥାନୀୟ ଅଞ୍ଚଳରୁ ୮୯ ରୋଗୀ ଚିହ୍ନଟ ।ରାଜ୍ୟରେ ଦିନକରେ ଆଉ ୨୦୮ କୋରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ୯୯ କୋରୋନା ଆକ୍ରାନ୍ତ ଚିହ୍ନଟ,
କଟକ୨0, ଯାଜପୁର ୧୨, ସୁନ୍ଦରଗଡ଼ ୮, ଜଗତସିଂହପୁର ୭, ଗଜପତି ୭,ମୟୂରଭଞ୍ଜ ୫, ଝାରସୁଗୁଡ଼ା ୫, କେନ୍ଦ୍ରାପଡ଼ା ୪,ପୁରୀ ୩,
ବାଲେଶ୍ବର ୩ । ୨୦୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୨୩ ଜଣ, ଗଞ୍ଜାମ ୨, କୋରାପୁଟ ୨, ମାଲକାନଗିରି ୧, ନୟାଗଡ଼ ୧, ସମ୍ବଲପୁର ୧, ବରଗଡ଼ ୧, ଭଦ୍ରକ ୧,ଦେବଗଡ଼ ୧ ଏବଂ ଢେଙ୍କାନାଳରୁ ବି ଜଣେ ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କିଲର ଭାଇରସ କୋରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ । କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ।ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୩୫୪କୁ ବୃଦ୍ଧି ।

Leave a Reply

Your email address will not be published. Required fields are marked *