ଦେବଗଡ କଂସର ପୋଲିସ ଫାଣ୍ଡି ଲଇଣ୍ଡା ଗାଁରେ ନିଆଁ ପୁଇଁବା ବେଳେ ଶାଢିରେ ନିଆଁ ଲାଗି ଚାଲିଗଲା ବୃଦ୍ଧାଙ୍କ ଜୀବନ |ଶୀତରୁ ରକ୍ଷା ପାଇବାକୁ ପରିବାର ସହ ମିଶି ନିଆଁ ପୁଇଁ ହେଉଥିଲେ ବୃଦ୍ଧା ମୃତ ବୃଦ୍ଧ ୬୦ ବର୍ଷୀୟ ରଇବାରୀ କୁଅଁର, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ |

ଦେବଗଡ କଂସର ପୋଲିସ ଫାଣ୍ଡି ଲଇଣ୍ଡା ଗାଁରେ ନିଆଁ ପୁଇଁବା ବେଳେ ଶାଢିରେ ନିଆଁ ଲାଗି ଚାଲିଗଲା ବୃଦ୍ଧାଙ୍କ ଜୀବନ ଶୀତରୁ ରକ୍ଷା ପାଇବାକୁ ପରିବାର ସହ ମିଶି ନିଆଁ ପୁଇଁ ହେଉଥିଲେ ବୃଦ୍ଧା ମୃତ ବୃଦ୍ଧ ୬୦ ବର୍ଷୀୟ ରଇବାରୀ କୁଅଁର, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ

Leave a Reply

Your email address will not be published. Required fields are marked *