କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହେଲା ଶୀତ ; ପାରଦ ଏବେ ୧୭ ଡିଗ୍ରି ସେଲସିଅସ ତଳେ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାକୁ ଶୀତ ଛୁଇଁଛି। ପାରଦ ଏବେ ୧୭ ଡିଗ୍ରି ସେଲସିଅସ ତଳେ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଖଣ୍ଡାଧାର, କାଞ୍ଜିପାଣି ଭଳି ଆଭନ୍ତରୀଣ ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି।

Leave a Reply

Your email address will not be published. Required fields are marked *