‘କୋଭିଡ ସମୟରେ ପାର୍ବଣ ଆଉ ଜୀବନ ଭିତରେ ଯୁଦ୍ଧ ଚାଲିଛି’, ‘କାଲି ହାଟ, ବଜାରରୁ ଯାହା ଚିତ୍ର ଆସିଛି ତାହା ଅନୁଶୀଳନ ଆବଶ୍ୟକ’, ‘ଏମିତି ଭିଡ଼ ହେଲେ କେତେ ଦୂର ସଂକ୍ରମଣ ରୋକିବାପାରିବା ତାହା ପ୍ରଶ୍ନବାଚୀ’, ‘ପାର୍ବଣ ଆସନ୍ତା ବର୍ଷ ବି ଆସିବ, ମାତ୍ର ଜୀବନ ପ୍ରଥମେ ରହୁ’ :DMET ସିବିକେ ମହାନ୍ତି

Read more

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ; ନିମ୍ନ ଅଦାଲତରେ ଜାମିନ ଖାରଜ ହେବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ, ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାମଲାରେ ଜାମିନ ଖାରଜ ହୋଇଛି

Read more

ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଦୀପକ ଗୁପ୍ତାଙ୍କ ମାଆ କାନ୍ତା ଦେବୀ ଓ ପତ୍ନୀ ନୀତୁଙ୍କୁ ଆଶ୍ୱସ୍ତି, ସେମାନଙ୍କ ନାଁରେ ଭିଜିଲାନ୍ସ ମାମଲା ଖାରଜ ନିର୍ଦ୍ଦେଶ, ଭାଇ ଚମ୍ପକଙ୍କ ନାଁରେ ଥିବା ଗିରଫ ପରୱାନା କାର୍ଯ୍ୟକାରୀ ନ କରିବାକୁ ନିର୍ଦ୍ଦେଶ; ମାମଲା ଖାରଜ ପାଇଁ ଦୀପକଙ୍କ ମାଆ, ଭାଇ ଓ ପତ୍ନୀ ହାଇକୋର୍ଟ ଆସିଥିଲେ

Read more

ବଧୂହତ୍ୟା ମାମଲାରେ ଚାରି ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର: ବଧୂହତ୍ୟା ମାମଲାରେ ଚାରି ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଯାଜପୁର ଜିଲ୍ଲା ଦୌରାଜଜ୍। ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି

Read more

କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା, ୪୯ ନମ୍ବର ଜାତୀୟ ରାଜପଥ ଗାନ୍ଧି ଛକରେ ବିଜେପି କର୍ମୀଙ୍କ ରାସ୍ତାରୋକ, ଅଭିଯୁକ୍ତଙ୍କୁ ଧରିବା ଦାବିରେ ଗାନ୍ଧି ଛକରେ ବିଜେପି କର୍ମୀଙ୍କ ରାସ୍ତାରୋକ

Read more

ପ୍ରକୃତି ଓ ମାନବ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସାହିତ୍ୟ ସର୍ଜନାର ଅନ୍ୟତମ ଲକ୍ଷ୍ୟ ହେବା ଉଚିତ : ନିର୍ମାଲି ମହନ୍ତ

ପୁସ୍ତକ ତାଙ୍କ ଅବକାଶ ସମୟର ବନ୍ଧୁ । ନିଜର ଦୈନନ୍ଦିନ ଜୀବନରୁ ଟିକେ ଫାଙ୍କା ହେଲେ ବହି ଧରି ବସିଯାଆନ୍ତି । ହଜି ଯାଆନ୍ତି ଶବ୍ଦ ରାଇଜରେ

Read more