ଆଫଗାନିସ୍ତାନ ପରିସ୍ଥିତି ନେଇ ଆଜି G-20 ନେତାଙ୍କ ବୈଠକ, ଇଟାଲୀର ଆମନ୍ତ୍ରଣ କ୍ରମେ VCରେ ବୈଠକରେ ଯୋଗଦେବେ G-20 ଦେଶର ନେତା, ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଲିବାନ ଶାସନ ନେଇ ବୈଠକରେ ଆଲୋଚନା ହେବ, ଆଫଗାନବାସୀଙ୍କୁ ମାନବୀୟ ସହାୟତା ନେଇ ଆଲୋଚନା ହୋଇପାରେ

Read more

ରାଜ୍ୟରେ ଦିନକରେ ଆଉ ୫୨୯ କୋରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୬ ଜଣଙ୍କ ଜୀବନ ନେଲା କୋରୋନା

ରାଜ୍ୟରେ ଦିନକରେ ଆଉ ୫୨୯ କୋରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୬ ଜଣଙ୍କ ଜୀବନ ନେଲା କୋରୋନାସଂଗରୋଧରୁ ୩୦୮ ଓ ସ୍ଥାନୀୟ ଅଞ୍ଚଳରୁ ୨୨୧ ରୋଗୀ ଚିହ୍ନଟ୫୨୯

Read more

ବିଶ୍ୱ ଓଡ଼ିଶା ସମାଜର ନୂତନ କର୍ମକର୍ତ୍ତା ନିର୍ବାଚନ : କିଶୋର ଦ୍ୱିବେଦୀ ଅଧ୍ୟକ୍ଷ, ନଳିନୀ ପତି ଓ ରୁପା ଦାଶ ଉପାଧ୍ୟକ୍ଷ ନିର୍ବାଚିତ

ଲସ୍‍ଆଞ୍ଜେଲେସ୍‍ / ଦୁବାଇ / ମସ୍କୋ / ଲଣ୍ଡନ / ଆମ୍‍ଷ୍ଟରଡମ୍‍ / ସିଙ୍ଗାପୁର / କାନ୍‍ବେରା / ଅକ୍‍ଲ୍ୟାଣ୍ଡ / ଅହମ୍ମଦାବାଦ / ନୂଆଦିଲ୍ଲୀ /

Read more

ମହାନଦୀର ନୀଳ ଜଳ ରାଶିରେ ପ୍ରଥମଥର ପାଇଁ ‘ଫ୍ଲୋଟିଂ ରେସ୍ତୋରାଁ’ ଉଦ୍‌ଘାଟିତ

କଟକ : କଟକ ପର୍ଯ୍ୟଟନ ମାନଚିତ୍ରରେ ଆଉ ଏକ ନୂଆ ଆକର୍ଷଣ ଯୋଡ଼ିହୋଇଛି। ମହାନଦୀର ନୀଳ ଜଳ ରାଶିରେ ପ୍ରଥମଥର ପାଇଁ ‘ଫ୍ଲୋଟିଂ ରେସ୍ତୋରାଁ’ ଉଦ୍‌ଘାଟିତ ହୋଇଛି।

Read more

ଆଜିଠୁ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା, ୨୫ ଯାଏ ଆବେଦନ, ୩୦ରେ ମେଧା ତାଲିକା

ଭୁବନେଶ୍ୱର : ୨୦୨୧-୨୨ ଶିକ୍ଷାବର୍ଷରେ ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗରେ ଖାଲି ଥିବା ସିଟ୍‌ ପୂରଣ

Read more

ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ପୀଠ ଝଙ୍କଡ଼ବାସିନୀ ମା’ ଶାରଳାଙ୍କ ମନ୍ଦିର ପରିସରରେ ଆଜିଠାରୁ ୧୪୪ ଧାରା ଜାରି କରାଯାଇଛି। ଏହା ଆଗାମୀ ୧୪ ତାରିଖ ଯାଏଁ ଲାଗୁ ରହିବ ବୋଲି ଉପ ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।

Read more

ଦିଲ୍ଲୀ ଲକ୍ଷ୍ମୀନଗରରୁ ଧରାପଡ଼ିଲା ପାକିସ୍ତାନୀ ଆତଙ୍କବାଦୀ ; ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଚଢ଼ଉ କରି ଧରିଲା, ଗିରଫ ଆତଙ୍କବାଦୀ ଠାରୁ ଏକେ-୪୭ ଓ ହ୍ୟାଣ୍ଡ ଗ୍ରେନେଡ୍ ଜବତ,ଡକ୍ୟୁମେଣ୍ଟ ଜାଲିଆତି କରି ଦିଲ୍ଲୀରେ ରହି ଆସୁଥିଲା

Read more