ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା

ବାଣ ଫୁଟିଲେ ଲଙ୍ଗସକୁ ଇଫେକ୍ଟ କରିବ, ସଂକ୍ରମଣ ବଢିବା-କମିବା ଡାଇନାମିକ ପ୍ରସେସରେ ଚାଲିବ ଆମେ ଏଣ୍ଡାମିକରେ ଅଛେ, ଭୁବନେଶ୍ବରରେ ପଜିଟିଭ ସ୍ଥିତି ତଳ ଉପର ହୋଇ ପ୍ଲାଟୋ

Read more

ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର, ନୂଆଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ, ରଜନୀକାନ୍ତଙ୍କୁ ଦାଦାସାହେବ ଫାଲ୍‌କେ ଆୱାର୍ଡ ପ୍ରଦାନ କଲେ ଉପରାଷ୍ଟ୍ରପତି, ଧନୁଷ ଏବଂ ମନୋଜ ବାଜପେୟୀଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର, କଙ୍ଗନା ରାଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

Read more

ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗରେ ଆସନ୍ତା ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ଯକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ସେବାୟତ ପ୍ରତିନିଧି, SP ଓ ଜିଲ୍ଲାପାଳ ବୈଠକରେ ଯୋଗ ଦେବେ।

Read more

NEET-ପିଜି କାଉନସେଲିଂ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ, କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ, OBC ଓ EWS ପାଇଁ ସଂରକ୍ଷଣ ବୈଧତାକୁ ନେଇ ପ୍ରଶ୍ନ କଲେ, ସର୍ବଭାରତୀୟ କୋଟାରେ ସଂରକ୍ଷଣ ନେଇ ସରକାର ନିଷ୍ପତ୍ତି ନେଇଥିଲେ

Read more

ମମିତା ହତ୍ୟା ମାମଲା: ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି ଯୁବ ମୋର୍ଚ୍ଚା, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ, ତାଙ୍କୁ ଗିରଫ କରାଯାଉ; ଯଦି ସରକାର CBI ତଦନ୍ତ ପାଇଁ ନ ଲେଖନ୍ତି, ଆସନ୍ତା ୨୬ ଓ ୨୭ରେ ସବୁ SP ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିବୁ-ବିଜେପି ଯୁବ ମୋର୍ଚ୍ଚା ସଭାପତି

Read more

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର ସିଡିପିଓ, ଲାଞ୍ଚ ନେଲା ବେଳେ ସିଡିପିଓ ପୁଷ୍ପାଞ୍ଜଳି ରଥଙ୍କୁ ଧରିଲା ଭିଜିଲାନ୍ସ; ଅଙ୍ଗନବାଡି କର୍ମୀ ଚୟନ ପାଇଁ ଏକ ଲକ୍ଷ ଲାଞ୍ଚ ନେଲା ବେଳେ ଧରାପଡ଼ିଲେ, ପୁଷ୍ପାଞ୍ଜଳିଙ୍କ ଭବାନୀପାଟଣା ବଡ଼ପଡ଼ାସ୍ଥିତ ବାସଭବନରେ ଚଢ଼ାଉ

Read more

ନୀଳଗିରି: ଦୋକାନରେ ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼, ମାଡ଼ ଖାଇଥିବା ଯୁବକ ନିକଟରେ ନିର୍ମାଣାଧୀନ ଜଳ ପ୍ରକଳ୍ପର ଶ୍ରମିକ ହୋଇଥିବା ଜଣାପଡ଼ିଛି

Read more

ବସ୍ତି ବାସିନ୍ଦାଙ୍କୁ ଘର ଯୋଗାଇବା ଦାବିରେ ରାୟଗଡ଼ା ସହର ବନ୍ଦ ଡାକରା, ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦେଇଛି ବିଜେପି ନଗର ମୋର୍ଚ୍ଚା,ସମସ୍ତ ପ୍ରବେଶ ପଥରେ ବିଜେପି ନଗର ମୋର୍ଚ୍ଚା କର୍ମୀଙ୍କ ବିକ୍ଷୋଭ,ନଗର ମୋର୍ଚ୍ଚା ସଭାପତିଙ୍କ ସମେତ ୧୫ ଜଣଙ୍କୁ ଉଠାଇନେଲା ପୁଲିସ

Read more