ଚାନ୍ଦିପୁର DRDO ତଥ୍ୟ ଲିକ୍ ମାମଲାରେ ଆସିଲା ନୂଆ ତଥ୍ୟ; ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ ସାମ୍ନାକୁ ଆସିଲା, ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଟ୍ରାପ, ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗ କଲା ରାଜସ୍ଥାନ ସିଆଇଡି

Read more

ED ପକ୍ଷରୁ ଦାଏର ମନି ଲଣ୍ଡରିଂ ମାମଲାରେ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଜୟପ୍ରକାଶଙ୍କୁ ଆଗୁଆ ଜାମିନ; ସର୍ତ୍ତମୂଳକ ଆଗୁଆ ଜାମିନ ପ୍ରଦାନ କଲେ ହାଇକୋର୍ଟ, ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବା ନେଇ ସର୍ତ୍ତ, ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ

Read more

କମିଶନରେଟ୍ ପୁଲିସ୍ ଦ୍ୱାରା ବିଭିନ୍ନ ଥାନା ଅଞ୍ଚଳରୁ ୫ ଆନ୍ତଃଜିଲା ଲୁଟେରା ଗିରଫ; ରାଜଧାନୀରେ ମହିଳାଙ୍କୁ ଟାର୍ଗେଟ କରୁଥିଲେ, ସେମାନଙ୍କ ଠାରୁ ୨୪ଟି ସୁନା ଚେନ୍ ଓ ୬ଟି ମୋବାଇଲ ଜବତ, ଚୋରି ବାଇକ୍‌ ଧରି ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ଲୁଟୁଥିଲେ

Read more

ନଭେମ୍ବର ୧ରୁ ପ୍ରଥମ ବର୍ଷ UG ଶ୍ରେଣୀଗୃହ ପାଠପଢ଼ା; ନଭେମ୍ବର ୧୫ରୁ ଆରମ୍ଭ ହେବ ପ୍ରଥମ ବର୍ଷ PG ପାଠପଢ଼ା, ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପଢ଼ିବେ,କୋଭିଡ୍ କଟକଣା ମାନି ଶ୍ରେଣୀଗୃହ ପାଠପଢ଼ା ନେଇ ନିଷ୍ପତ୍ତି, ଏନେଇ ବିଶ୍ୱବିଦ୍ୟାଳୟ ଓ କଲେଜମାନଙ୍କୁ ଉଚ୍ଚ ଶିକ୍ଷା ସଚିବଙ୍କ ଚିଠି

Read more