ରାଜ୍ୟରେ ଦିନକରେ ୭୩ କରୋନା ଆକ୍ରାନ୍ତ ଚିହ୍ନଟ | ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୪, ଲୋକାଲ କଣ୍ଟାକ୍ଟରୁ ୨୯ ଚିହ୍ନଟ | ୧୮ ବର୍ଷରୁ କମ୍ ବୟସ ବର୍ଗ ମଧ୍ୟରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ | ଖୋର୍ଦ୍ଧାରୁ ସର୍ବାଧିକ ୪୧ ଆକ୍ରାନ୍ତ, ପୁରୀରୁ ୬ ଓ କଟକରୁ ୪ ଚିହ୍ନଟ | ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୦୬୮କୁ ବୃଦ୍ଧି |

ରାଜ୍ୟରେ ଦିନକରେ ୭୩ କରୋନା ଆକ୍ରାନ୍ତ ଚିହ୍ନଟ | ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୪, ଲୋକାଲ କଣ୍ଟାକ୍ଟରୁ ୨୯ ଚିହ୍ନଟ | ୧୮ ବର୍ଷରୁ କମ୍ ବୟସ

Read more

କେନ୍ଦ୍ରାପଡ଼ା ପାଟକୁରା ଥାନା ତେଣ୍ଡାକୁଡା ଗାଁରେ ବିଳମ୍ବିତ ରାତିରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ | ଅଭିଯୁକ୍ତ ସୟଦ ମନ୍ନାନ ଅଲ୍ଲୀକୁ ଅଟକ ରଖି ତଦନ୍ତ କରୁଛି ପାଟକୁରା ପୋଲିସ । ପାରିବାରିକ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା |

କେନ୍ଦ୍ରାପଡ଼ା ପାଟକୁରା ଥାନା ତେଣ୍ଡାକୁଡା ଗାଁରେ ବିଳମ୍ବିତ ରାତିରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ | ଅଭିଯୁକ୍ତ ସୟଦ ମନ୍ନାନ ଅଲ୍ଲୀକୁ ଅଟକ ରଖି

Read more

ଭୟଙ୍କର ଭୂମିକମ୍ପରେ ଆଫଗାନିସ୍ତାନରେ ଗଲାଣି ୯୦୦ରୁ ଅଧିକ ଲୋକଙ୍କ ଜୀବନ

କାବୁଲ: ଭୟଙ୍କର ଭୂକମ୍ପର ଛିନଛତ୍ର ହୋଇଯାଇଛି ଆଫଗାନିସ୍ତାନ। ଭୂକମ୍ପରେ ଏଯାଏ ୯୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।

Read more

ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ୫ ଦିନରେ ୫୦ ଘଣ୍ଟା ପଚରାଉଚରା କଲାଣି ରାହୁଲ ଗାନ୍ଧି ଙ୍କୁ

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ୫ ଦିନ ମଧ୍ୟରେ ପ୍ରାୟ ୫୦ ଘଣ୍ଟା ଜେରା କରିଛି। ତଥାପି ରାହୁଲଙ୍କ

Read more

ପ୍ରାଚୀ ନଦୀ କୁଳ ଦେଉଳି ମଠରୁ ଶ୍ରୀକ୍ଷେତ୍ର ଗଲା ଫଳ ଭାର

କୋଣାର୍କ : ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପୀଡିତ ହୋଇ ଅଣସରରେ ଅଛନ୍ତି। ସୁସ୍ଥ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି

Read more

ରାଜ୍ୟର ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ

Read more

ଆଫଗାନିସ୍ତାନରେ ବଡ଼ ଧରଣର ଭୂମିକମ୍ପ ; ୧୫୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବଡ଼ ଧରଣର ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପରେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇ ଡାକ୍ତରଖାନାରେ

Read more

ପ୍ରଗତିଶୀଳ ସାହିତ୍ୟରେ ପ୍ରତିଫଳିତ ହୁଏ ନାରୀବାଦର ଦର୍ଶନ – ଶୁଭଶ୍ରୀ ଶୁଭସ୍ମିତା ମିଶ୍ର

ସେ ଅନନ୍ୟା । ଏକାଧାରରେ ଜଣେ ସୁଗୃହିଣୀ,ଆଦର୍ଶ ଜନନୀ ତଥା ସାରସ୍ବତ ଅନୁଷ୍ଠାନ କ୍ୟାଫେଟେରିଆ ସାହିତ୍ୟ ଖଟିର ସଭାପତି ରୂପେ କର୍ତ୍ତବ୍ୟ ସମ୍ପାଦନ କରନ୍ତି।ତାଙ୍କ ସାହିତ୍ୟରେ ସ୍ପଷ୍ଟ

Read more

ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା: କଟକ SDJMଙ୍କ ନିର୍ଦେଶ ଉପରେ ରୋକ୍‌ ଲଗାଇଲେ ଜିଲ୍ଲା ଦୌରାଜଜ୍

କଟକ: ଅଭିନେତାରୁ ରାଜନେତା ହୋଇଥିବା ଅନୁଭବ ମହାନ୍ତିଙ୍କ ଘରେ ରହିବେ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। କଟକ ଜିଲ୍ଲା ଜଜ୍‌ ଆଜି ଏହି ଅନ୍ତରୀଣ ନିର୍ଦ୍ଦେଶ

Read more

ମିଳିତ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଘନଘନ ବୈଠକ ଓ ମାନସମନ୍ଥନ ପରେ ଶେଷରେ ବିରୋଧୀ ମେଣ୍ଟ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ପୂର୍ବତନ

Read more