ଜୱାଦ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୫୦୭ କୋଟିର ପ୍ୟାକେଜ ଘୋଷଣା କଲେ CM | ୩୩% ଫସଲ ନଷ୍ଟ ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଚ୍ଛା ୬୮୦୦ ଟଙ୍କା | ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା | ନଡିଆ, ପାନବରଜ, ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮,000 ଟଙ୍କା ସହାୟତା ଘୋଷଣା

Leave a Reply

Your email address will not be published. Required fields are marked *