- ଚାନ୍ଦିପୁର DRDO ତଥ୍ୟ ଲିକ୍ ମାମଲାରେ ଆସିଲା ନୂଆ ତଥ୍ୟ; ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ ସାମ୍ନାକୁ ଆସିଲା, ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଟ୍ରାପ, ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗ କଲା ରାଜସ୍ଥାନ ସିଆଇଡି
- ଚଳିତ ବର୍ଷ ଆଡମିସନ ନେଇଥିବା ପିଲାଙ୍କୁ ମିଳିବ କ୍ଲାସରୁମ ଶିକ୍ଷା, ନଭେମ୍ବର 1ରୁ ଖୋଲିବ +3 ପ୍ରଥମ ବର୍ଷ, ନଭେମ୍ବର 15ରୁ ଆରମ୍ଭ ହେବ PG ପ୍ରଥମ ବର୍ଷ, କୋଭିଡ ଗାଇଡ଼ଲାଇନ ପାଳନ କରି କ୍ଲାସରୁମ ଶିକ୍ଷାଦାନ ଆରମ୍ଭ ପାଇଁ ସବୁ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଲେ ଉଚ୍ଚଶିକ୍ଷା ସଚିବ